ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ତ।ଳମେଳ ନ।ହିଁ :ସମ୍ବିତ ପାତ୍ର

0
303

ଭୁବନେଶ୍ୱର :ମହ।ନଦୀ କୁ ନେଇ ର।ଜ୍ୟରେ ର।ଜନୀତି ଜୋର ଧରିଥିବ। ବେଳେ ଆଜି ମୁଖ୍ୟ ମନ୍ତ୍ରୀଙ୍କୁ ଟ।ର୍ଗେଟ କରିଛନ୍ତି ବିଜେପି ପ୍ରବକ୍ତ। ସମ୍ବିତ ପ।ତ୍ର । ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋମୁହାଁ ନୀତି ଧରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଗୋଟିଏ କଥା, ଦଳର ମୁଖ୍ୟ ହିସାବରେ ନବୀନ ବାବୁ ଭିନ୍ନ କଥା କହୁଛନ୍ତି ।
ଗତ ଡିସେମ୍ବର ବିଧାନସଭା ଶୀତ ଅଧିବେଶନରେ ମହାନଦୀକୁ ଠିକ୍‌ ପାଣି ଆସୁଛି, ପ୍ରାୟ ୫୩ ପ୍ରତିଶତ ଜଳ ସମୁଦ୍ରକୁ ଚାଲି ଯାଉଥିବା ମୁଖ୍ୟମନ୍ତ୍ରୀ କହିଥିବା ସମ୍ବିତ ବକ୍ତବ୍ୟ ରଖିଛନ୍ତି। ଜଳ ସଂରକ୍ଷଣ ନ କରି ମହାନଦୀ ପ୍ରସଙ୍ଗରେ ବିଜେଡି ରାଜନୀତି କରୁଥିବା ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here