30 ବର୍ଷ ପରେ ଏତେ ବଦଳି ଯାଇଛନ୍ତି ରାମାୟଣ ର ସୀତା, ଦେଖିକି ଆପଣବି ଚିହ୍ନି ପାରିବେ ନାହିଁ ଆପଣ

0
165

ଏମିତି ରେ ଟିଭି ରେ ଅନେକ ରାମାୟଣ ର ସିରିୟଲ ଦର୍ଶକେ ଦେଖିବାକୁ ପାଇଥାନ୍ତି କିନ୍ତୁ ରମାନନ୍ଦ ସାଗର ଙ୍କ ର ନିର୍ମିତ ରାମାୟଣ ପରି କେହି କରିପାରିନାହାନ୍ତି I 1987 ର ରମାନନ୍ଦ ସାଗର ଙ୍କ ର ରାମାୟଣ ରବିବାର ଦିନ ଟିଭି ରେ ପ୍ରସାରିତ ହେଇଥାଏ ଏବଂ ଅନେକ ଉତ୍କଣ୍ଠା ର ସହ ଦର୍ଶକେ ଏହି ସିରିଏଲ ଦେଖିବାକୁ ଅପେକ୍ଷା ରେ ଥାନ୍ତି I

ଏପରି ସମୟ ରେ ରାମାୟଣ ରେ ରାମ (ଅରୁଣ ଗୋବିଲ୍ୱ) ହୁଅନ୍ତୁ କି ମାତା ସୀତା (ଦୀପିକା) ହୁଅନ୍ତୁ ତାଙ୍କୁ ବାସ୍ତବ ଜୀବନ ରେ ବି ଲୋକେ ସେହି ଭାବରେ ଦେଖିବାକୁ ପସନ୍ଦ କରିଥାନ୍ତି I ତେବେ ଆଜକୁ 30 ବର୍ଷ ବିତିଗଲାଣି ଏହି ସିରିୟଲ ପ୍ରସାରିତ ହେବାର I ଏଥି ସହ ସମୟ କ୍ରମେ 30 ବର୍ଷ ତଳ ର ସୀତା ବି ଖୁବ ପରିବର୍ତନ ହେଇଛନ୍ତି I

ତେବେ ଦେଖିବାକୁ ଗଲେ ଦୀପିକା 16 ବର୍ଷ ବୟସ ରେ ସୀତା ଭୂମିକା ରେ ଅଭିନୟ କରିଥିଲେ ସେ ନିଜ ର କ୍ୟାରିୟର ଏହି ସୀତା ଭୂମିକା ରୁ ହିଁ କରିଥିଲେ I ଏବଂ ତାଙ୍କ ର ଏହି ସୁନ୍ଦର ଅଭିନୟ କାରଣ ରୁ ତାଙ୍କ ଅଂଚଳ ର ଲୋକେ ତାଙ୍କୁ ସୀତା ବୋଲି ବି ମାନିବାକୁ ଆରମ୍ଭ କରିଥିଲେ I
ଏହା ଦୀପିକା ଙ୍କ ର ଲୋକପ୍ରିୟତା ର ପ୍ରଭାବ ଥିଲା ଏବଂ ଏହା ପରେ ସେ ରାଜେଶ ଖାନ୍ନା ଙ୍କ ସହ ତିନିଗୋଟି ଫିଲ୍ମ ରେ ବି ଅଭିନୟ କରିଛନ୍ତି ସେଗୁଡିକ ହେଲା ଦଶ କରୋଡ଼ (1991), ଘର କା ଚିରାଗ(1989), ଖୁଦାଇ(1994) I କିନ୍ତୁ ଦୀପିକା ଙ୍କ ର ଫିଲ୍ମ କ୍ୟାରିୟର ଅଟେ ଭଲ ନ ଥିଲା I

ଏହା ପରେ ସେ ଅଭିନୟ ଜଗତ ରୁ ଦୂରେଇ ଯାଇଥିଲେ , ଏବଂ ଦେଖିବାକୁ ଗଲେ ଦୁଇ ଦାସଂଦି ଧରି ସେ ଗ୍ଲାମର ଜଗତ ରୁ ଦୁରେଇ ରହିଛନ୍ତି I କିନ୍ତୁ ସୂଚନା ଅନୁସାରେ ସେ 23 ବର୍ଷ ପରେ ବଡ଼ ପରଦା ରେ ପୁଣି ଅଭିନୟ ଜଗତ କୁ ଫେରୁଛନ୍ତି I

LEAVE A REPLY

Please enter your comment!
Please enter your name here