ଶାରିରୀକ ସମ୍ପର୍କ ସ୍ଥାପନ ଲାଗି ଦିଆଯାଏ ଶିକ୍ଷା

0
113

ପୃଥିବୀରେ ଭିନ୍ନ ଭିନ୍ନ ସମ୍ପ୍ରଦାୟରେ ନାନା ପ୍ରକାର ପରମ୍ପରା ତଥା ପ୍ରଥା ପ୍ରଚଳିତ ହୋଇଥାଏ। ଇଣ୍ଡୋନେସିଆରେ ବାସ କରୁଥିବା ଜାରଓ୍ବା ଜନଜାତିରେ ବାଳିକା ଏବଂ ବାଳକଙ୍କୁ ୧୦ ବର୍ଷ ହେବାପରେ ବୟସରେ ବଡ଼ ଯୁବକ ଯୁବତୀ ସେମାନଙ୍କୁ ଶାରିରୀକ ସମ୍ପର୍କ ସ୍ଥାପନ ସମ୍ପର୍କରେ ଶିକ୍ଷାଦେଇଥାନ୍ତି। ଯାହାଦ୍ୱାରା ବାଳିକା-ବାଳକମାନେ ଭବିଷ୍ୟତରେ ଯେପରି ଶାରିରୀକ ସମ୍ପର୍କ ସ୍ଥାପନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ତାହା ଶିକ୍ଷା ଦିଆଯାଇଥାଏ। ରାତିରେ ବାଳିକା-ବାଳକମାନଙ୍କୁ ଗାଁ ମୁଣ୍ଡରେ ଥିତ୍ବା ଏକ ସ୍ଥାନକୁ ଅଣାଯାଇ ଏସମ୍ପର୍କିତ ତାଲିମ ଦିଆଯାଇଥାଏ। ଜାରଓ୍ବାମାନେ ନରଭକ୍ଷୀ। ତେଣୁ ସେମାନେ ବାସ କରୁଥିବା ଅଞ୍ଚଳକୁ କେହି ଯିବାକୁ ସାହାସ କରି ନ ଥାନ୍ତି।

LEAVE A REPLY

Please enter your comment!
Please enter your name here