ଗୋଟିଏ କୁଅରୁ ୩ଛୁଆ ସହିତ ୪ଭ।ଲୁ ଉଦ୍ଧାର

0
62

ନବରଂଗପୁର: ନବରଂଗପୁର ଜିଲ୍ଲାର ଏକ କୁଅରୁ ୩ଟି ଛୁଆ ସହିତ ୪ଟି ସ୍ଲଦ ଭାଲୁଙ୍କୁ ଜଙ୍ଗଲ ଅଧିକାରୀମାନେ ଉଦ୍ଧାର କରିଛନ୍ତି । ଏହି ଭାଲୁମାନେ ଜନବସତିକୁ ଆସି କୁଅରେ ଖସି ପଡିଥିଲେ । ଏନେଇ ସ୍ଥାନୀୟ ବାସିନ୍ଦା ଜଙ୍ଗଲ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଜଙ୍ଗଲ ଅଧିକାରୀ ଏବଂ ଓଡ୍ରାଫ ଦଳ ସହଯୋଗିତାରେ ଭାଲୁ ମାନଙ୍କୁ ଉଦ୍ଧାର କରାଯାଇଥିଲା । ଏକ ଯନ୍ତାରେ ଭାଲୁ ମାନଙ୍କୁ ନେଇ ଜଙ୍ଗଲରେ ଛଡା ଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here