ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମହେନ୍ଦ୍ର ସିଂ ଧୋନୀଙ୍କୁ କଣ ଚାଲେଞ୍ଜ ଦେଲେ ବିରାଟ କୋହଲି

0
103

ବର୍ତମାନ କ୍ରିକେଟ୍ଭ ର ସମୟ ଚାଲିଛି କହିଲେ ଭୁଲ ହେବ ନାହିଁ | ସବୁ ଯୁବ ବର୍ଗ କ୍ରିକେଟର ମାନଙ୍କୁ ପସନ୍ଦ କରୁଛନ୍ତି ଓ ତାଙ୍କ ଚାଲି ଚଳଣି କି ନିଜେ ଫଲୋ କରୁଛନ୍ତି | ସବୁଠୁ ପସନ୍ଦିତା ଖେଳାଳି ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆଗରେ ଅଛନ୍ତି କହିଲେ ଭୁଲ ହେବ ନାହିଁ | ମାତ୍ର ଏବେ ସେ ଚର୍ଚା କୁ ଆସିଛନ୍ତି ଏକ ଚାଲେଞ୍ଜ ଦେଇ ତ ପୁଣି ତାଙ୍କଠାରୁ ବଡ ଖେଳାଳି ଧୋନି ଓ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ | ତେବେ ଚାଲନ୍ତୁ ଜାଣିବା କଣ ସେ ଚାଲେଞ୍ଜ

ନିକଟରେ କ୍ରୀଡାମନ୍ତ୍ରୀ ରାଜବର୍ଧନ ସିଂ ରାଠୋର ଏକ ଅଭିଯାନ ଆରମ୍ଭ କରିଥିଲେ ଯେଉଁଠି ସେ ବ୍ୟୟାମ କରି ଭିଡ଼ିଓ କୁ ସେୟାର କରିଥିଲେ ଓ ଅନେକ ଖେଳାଳି ଓ ସିନେ ତାରକାଙ୍କୁ ତ୍ୟାଗ କରି ଏହି ଚାଲେଞ୍ଜ ଦେଇଥିଲେ | ନିକଟରେ ବିରାଟ ତାଙ୍କ ଏହି ଚ୍ୟାଲେଞ୍ଜ୍ କୁ ଗ୍ରହଣ କରିବା ସହ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହେନ୍ଦ୍ର ସିଂ ଧୋନୀ ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଟ୍ୟାଗ୍ କରି ଏହି ଚାଲେଞ୍ଜ ଦେଇଛନ୍ତି

ତେବେ ଦେଖିବା ପାଇଁ ରହିଲା ଏହାର ରିପ୍ଲେ ଅନୁଷ୍କା ଶର୍ମା, ମହେନ୍ଦ୍ର ସିଂ ଧୋନୀଏବଂ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି କିପରି ଦେଉଛନ୍ତି । କୋହଲି ସବୁବେଳେ ନିଜ ଫିଟନେସ କୁ ଧ୍ୟାନ ଦିୟନ୍ତି ଓ ସେଥିପାଇଁ ସେ ସବୁଠୁ ଫିଟ ଖେଳାଳି ମଧ୍ୟ ଅଟନ୍ତି

LEAVE A REPLY

Please enter your comment!
Please enter your name here