ମହ।ନଦୀ:ପ୍ରଥମେ ନବୀନ ପରେ ନରେନ୍ଦ୍ର ମୋଦି

0
145

ଭୁବନେଶ୍ୱର :ଉଭୟେ କେନ୍ଦ୍ର ଓ।ରାଜ୍ୟ ତ।ଙ୍କ ସରକାର ର ଚତୁର୍ଥ ବର୍ଷ ପୁରଣ କରିଥିବା ବେଳେ ଆଗକୁ ଆସୁଛି ସ।ଧ।ରଣ ନିର୍ବାଚନ ଆଉ ଏବେ ଉଭୟେ ମହ।ନଦୀ ପ୍ରସଙ୍ଗକୁ ଜୋର କରି ଟଣ।ଘୋଷର। କରିବ।ରେ ବେସ୍ତ ଠିକ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗ୍ରସ୍ତ ଥିବା ବେଳେ ଜମିବକୁ ଯ।ଉଛି ରାଜ୍ୟ ରାଜନୀତି  । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୬ରେ ଓଡ଼ିଶା ଆସୁଥିବାବେଳେ ଅପରପକ୍ଷରେ ମହାନଦୀ ପାଇଁ ୨୫ରେ ମହାସମାବେଶ କରିବ ବିଜୁ ଜନତା ଦଳ  । ବିଜେପି କଟକରେ ତା’ର ଦମ୍ ଦେଖାଇବା ପାଇଁ ଲାଗି ପଡ଼ିଥିବାବେଳେ ଏହା ପୂର୍ବରୁ ବିଜେଡ଼ି ପାରାଦୀପରେ ଦମ୍ ଦେଖାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି  । 

ମିଳିଥିବା ସୂଚନାନୁଯାୟୀ, ଆସନ୍ତା ୨୬ ତାରିଖ ଦିନ ୩ଟା ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ  । ବିମାନ ବନ୍ଦରରୁ ଏକ ହେଲିକପ୍ଟର ଯୋଗେ ପ୍ରଧାନମନ୍ତ୍ରୀ କଟକ ଅଭିମୁଖେ ଗସ୍ତ କରିବେ  । ଦିନ ପ୍ରାୟ ୪ଟା ୪୫ରେ ମୋଦି ସଭାସ୍ଥଳରେ ପହଁଚିବେ  । ଅପରାହ୍ନ ୫ଟା ୫୦ରେ ସେ କଟକରୁ ପ୍ରତ୍ୟାବର୍ତନ କରି ନୂଆଦିଲ୍ଲୀ ଫେରିଯିବେ  । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନେ୍ଦାବସ୍ତ କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here