ବିଜେପିରୁ ନିଳମ୍ବିତ

0
54

ଭୁବନେଶ୍ୱର: ଦଳୀୟ ଅନୁଶାସନ ଏବଂ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଜିଲ୍ଲା ସଭାପତି ଶ୍ରୀ ରାଧାକାନ୍ତ ମହନ୍ତଙ୍କ ସୁପାରିଶ କ୍ରମେ ଜିଲ୍ଲା ଉପ ସଭାପତି ଶ୍ରୀ ଅଖିଳ ପାତ୍ର ଏବଂ ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀ ଭକ୍ତବନ୍ଧୁ ନାୟକଙ୍କ ସୁପାରିଶ କ୍ରମେ ବଲାଙ୍ଗୀର ନଗର ସଭାପତି ଶ୍ରୀ ରାକେଶ ମିଶ୍ରଙ୍କୁ ଙ୍କୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ନିଲମ୍ବନ କରିଛନ୍ତି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here