ଭୁବନେଶ୍ୱର ବିଜେଡି ଜିଲା ସଭାପତିଙ୍କ ପରଲୋକ

0
232

ଭୁବନେଶ୍ୱର: ଭୁବନେଶ୍ୱର ବିଜେଡି ସଭାପତି ବାବୁଲି ମିଶ୍ରଙ୍କ ମଙ୍ଗଳବାର ପରଲୋକ ଘଟିଛି। ସେ କିଛିଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ପୂର୍ବାହ୍ନରେ ପରଲୋକ ହେବା ପରେ ଦଳୀୟ କାର୍ଯ୍ୟାଳୟକୁ ତାଙ୍କର ମରଶରୀର ଅଣାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ନେତା ତାଙ୍କର ଶେଷ ଦର୍ଶନ କରି ଶୋକବ୍ୟକ୍ତ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି

LEAVE A REPLY

Please enter your comment!
Please enter your name here