୩୭ ରେ ସନି ଲିଓନ

0
123

ବମ୍ବେ:ଆଜି ବଲିଉଡ୍‌ ନାୟିକା ସନି ଲିଓନ ୩୭ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ୧୯୮୧ ମସିହା ମେ ୧୩ ତାରିଖରେ ସେ କାନାଡ଼ା ଓଣ୍ଟାରିଓ ସ୍ଥିତ ସାରର୍ନିଆଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କରନଜୀତ୍‌ କୌର ଭୋରା ଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ ନାମକୁ ସନି ଲିଓନ ରଖିଥିଲେ। ୨୦୧୨ରେ ଜିସ୍ମ୍‌-୨ରେ ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ପରେ ୨୦୧୩ରେ ଜ୍ୟାକପଟ୍‌, ୨୦୧୪ରେ ରାଗିଣୀ ଏମ୍‌ଏମ୍‌ଏସ୍‌ ଓ ୨୦୧୫ରେ ଏକ ପହଲି ଲିଲା ତାଙ୍କ ପାଇଁ ଆଣିଥିଲା ସଫଳତା। ସେ ବଲିଉଡ୍‌ରେ ନିଜ ସ୍ଥିତି ସୁଦୃଢ଼ କରିପାରିଥିଲେ।

LEAVE A REPLY

Please enter your comment!
Please enter your name here