ବୁଦ୍ଧଙ୍କ ଶରଣରେ ବିଧାୟକ

0
101

କୋରାପୁଟ:କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆଙ୍କ ସମେତ କୋରାପୁଟ ଜିଲ୍ଲାର ଶହେ ଟି ଅନୁସୂଚିତ ଜାତି ପରିବାର ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି । ଛତିଶଗଡରୁ ଆସିଥିବା ବୌଦ୍ଧ ଭିକ୍ଷୁ ଭନ୍ତେ ବୁଦ୍ଧ ଘୋଷ ସେମାନଙ୍କୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରିଛନ୍ତି ।

ସେମାନେ ତ୍ରିଶରଣ, ପଂଚଶୀଳ ଶିକ୍ଷା ଶପଥ ପାଠ ପରେ ଏହି ଧର୍ମ ଗ୍ରହଣ କରିଥିଲେ

LEAVE A REPLY

Please enter your comment!
Please enter your name here