ବାପାଙ୍କୁ ବାଧିଥିବ: ସମ୍ବିତ ର।ଉତ

0
244

ଭୁବନେଶ୍ୱର: ପୂର୍ବତ୍ତନ ମନ୍ତ୍ରୀ ତଥ। ବରିଷ୍ଠ ବିଜେଡ଼ି ନେତା ଦ।ମୋଦର ର।ଉତଙ୍କ ପୁଅ ସମ୍ବିତ ର।ଉତ ଆଜି କହିଛନ୍ତି । ବାପା ଜଣେ ଅଭିଜ୍ଞ ରାଜନେତା। ଗୁରୁତ୍ୱପୂର୍ଣ୍ଣ ମହାନଦୀ ବୈଠକରେ ତାଙ୍କୁ ଡକା ନ ଯିବା ଦୁର୍ଭାଗ୍ୟଜନକ, ଯାହା ତାଙ୍କୁ ବାଧିଛି। ଦଳର ସମୀକ୍ଷା ବୈଠକକୁ ବାପାଙ୍କ ବଦଳରେ ମୁଁ ଯାଇଥିବା କହିବା ଠିକ୍‌ ନୁହେଁ। ଦଳର ସଭାପତି ମୋତେ ସମ୍ପାଦକ ଦାୟିତ୍ୱ ଦେଇଛନ୍ତି। ତେଣୁ ମୁଁ ଯାଇଥିଲି। ୨୦୦୯ ଓ ୨୦୧୪ରେ ମୁଁ ଟିକେଟ ପାଇଥିଲି। ମାତ୍ର ଲଢ଼ିବା ପାଇଁ ବାପାଙ୍କ ସମ୍ମତି ମିଳି ନ ଥିଲା। ସବୁ ପରେ ଦାମୋଦର ରାଉତଙ୍କ ପୁଅ ହେବା ହିଁ ମୋ ପାଇଁ ସବୁଠୁ ବଡ଼ ପରିଚୟ ବୋଲି ସମ୍ବିତ ସ।ମ୍ବ।ଦିକଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here