ଦିଲ୍ଲୀ ଏନ୍‌ସିଆରରେ ଭୂକମ୍ପ

0
80

ନୂଆଦିଲ୍ଲୀ,: ଆଜି ଦିଲ୍ଲୀ ଏନ୍‌ସିଆର ସହିତ ଉତ୍ତରଭାରତର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୭ ରହିଥିବା ସୂଚନା ମିଳିଛି । ଏବେସୁଦ୍ଧା କୌଣସି ଧନଜୀବନ ହାନି ହୋଇଥିବା ନେଇ ସୂଚନା ମିଳିନାହିଁ । ଏହାର କେନ୍ଦ୍ର ଆଫଗାନିସ୍ତାନସ୍ଥିତ ହିନ୍ଦୁକୋଶ ପାର୍ବତ୍ୟାଞ୍ଚଳରେ ଭୂପୃଷ୍ଠର ୧୦ କି.ମି.ନିମ୍ନରେ ବୋଲି ଜଣ।ପଡିଛି ।

LEAVE A REPLY

Please enter your comment!
Please enter your name here