ଭତ୍ତ। ସହିତ ଛତ।

0
78

ଭୁବନେଶ୍ୱର: ଖରା ପ୍ରକୋପରୁ ରକ୍ଷାପାଇବା ପାଇଁ ବୁଢାବୁଢୀ, ବିଧବା ଏବଂ ଭିନ୍ନକ୍ଷମ ଏଣିକି ନବୀନଙ୍କ ଛତାର ସାହାର୍ଯ୍ୟ ନେବେ । ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଏବଂ ମଧୁବାବୁ ପେନ୍ସନ୍ ଯୋଜନା ଅନୁସାରେ ହିତାଧିକାରୀମାନଙ୍କୁ ଛତା କିଣିବା ପାଇଁ ରାଜ୍ୟ ସରକାର ୧୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବେ । ଆସନ୍ତା ମେ’-୧୫ରେ ସରକାରୀ ସେବା ଦିବସ ଅବସରରେ ରାଜ୍ୟ ସରକାର ଏହି ସହାୟତା ରାଶି ଘୋଷଣା କରିବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here