ମହିଳାଙ୍କ ଯ।ତ୍ରୀ ଆଗରେ ହସ୍ତମୈଥୁନ କରିଲ। ଉବର ଡ୍ରାଇଭର

0
318

ମୁମ୍ବାଇ : ଦିନ କୁ ଦିନ ମଣିଷ ଯେତିକି ଶିକ୍ଷା ସହିତ ଚ।ଲିଚଳନିରେ ଆଧୁନିକତ। ଆଣୁଛି ସେତିକି ପଶୁ ପ।ଲଟି ଯ।ଉଛି । ଏପରି ଏକ ଅଜବ ଘଟଣା ଦେଖି ବ।କୁ ମିଳିଛି ମୁମ୍ବାଇରେ ଜଣେ ଉବର ଟ୍ୟାକ୍ସି ସେବାର ଡ୍ରାଇଭର ନିଜ କାରରେ ବସିଥିବା ମହିଳା ଯାତ୍ରୀଙ୍କ ସହିତ ଅଶ୍ଲିଳ କାମ କରୁଥିବା ବେଳେ ଧରାପଡ଼ିଛି। ମହିଳା ଯାତ୍ରୀ କାରରେ ଏକୁଟିଆ ଥିଲେ, ଏହାର ଫାଇଦା ଉଠାଇ ଡ୍ରାଇଭର ଅନ୍ଧେରୀର ବ୍ୟସ୍ତ ସିଗନାଲ ଉପରେ ନିଜର ପ୍ୟାଣ୍ଟର ଚେନ ଖୋଲିକରି ହସ୍ତ ମୈଥୁନ କରିବାକୁ ଲାଗିଲା। ମହିଳା ଜଣକ ଯେତେବେଳେ ଏହା ଉପରେ ଆପତ୍ତି କରିଥିଲେ, ସେ କାର ଛାଡ଼ିକରି ଫେରାର ହୋଇଯାଇଥିଲା। ମହିଳା ଏହି ମାମଲାରେ ଏମଆଇଡିସି ପୁଲିସରେ ଅଭିଯୋଗ କରିଛନ୍ତି।

ଅଭିଯୋଗରେ ମହିଳା କହିଛନ୍ତିକି ଶୁକ୍ରବାରଦିନ ସକାଳେ ସେ ଉବର କ୍ୟାବ ବୁକ କରିଥିଲେ। ଯେତେବେଳେ ସମୟ ପ୍ରାୟ ଦଶଟା ୪୫ ମିନିଟ ହୋଇଥିଲା ସେତେବେଳେ ସେ ମୁମ୍ବାଇର ଅନ୍ଧେରୀ ଇଷ୍ଟରେ ପହଁଚିବା ପରେ, ଏକ ସିଗନାଲ ଉପରେ ଟ୍ୟାକ୍ସି ରହିବାରୁ ଡ୍ରାଇଭର ନିଜ ପ୍ୟାଣ୍ଟର ଚେନ ଖୋଲିକରି ଅଶ୍ଲୀଳ କାମ କରିବାକୁ ଆରମ୍ଭ କରିଦେଇଥିଲା ଏବଂ ସେ ତୁରନ୍ତ କାରରୁ ବାହରକୁ ଆସିଯାଇଥିଲେ ଏବଂ ତାକୁ ସେଠାରେ ତାଙ୍କ ଯାତ୍ରା ସମାପ୍ତ କରିବାକୁ କହିଥିଲେ। ସେ ହି ସମୟରେ ସେ ଗାଳି ଦେଇକରି କହିଲା, କ’ଣ ହେଲା ? ସେତେବେଳେ ମହିଳା କହିଥିଲେ କି କ’ଣ ତମକୁ ଜଣା ନାହିଁ କି ତୁମେ କ’ଣ କରୁଥିଲ ? ତୁମର କ’ଣ ଦରକାର ? କ’ଣ ମୁଁ ହଲ୍ଲା କରିବି ? ଡ୍ରାଇଭର ତଥାପି ଗାଳି ଦେଇ ଏବଂ ଭଡ଼ା ମାଗିବାରେ ଲାଗିଲା। ଯେଉଁ ଜାଗାରେ ଏହି ସବୁ ହେଲା, ସେଠାରେ ଲୋକ ତମାଶା ଦେଖୁଥିଲେ। କୌଣସି ପୁଲିସବାଲା ମଧ୍ୟ ସେଠାରେ ନଥିଲେ।

ଉବର ଡ୍ରାଇଭରର ଆକ୍ସେସ୍ କଲେ ସମାପ୍ତ

ଉବର ତରଫରୁ କୁହାଯାଇଛିକି ଏହି ତାଜା ଘଟଣା ପରେ ନିଜର ଆପ ଉପରେ ସେ ଡ୍ରାଇଭରକୁ ବାହାର କରିଦିଆଯାଇଛି ଏବଂ କୁହାଯାଇଛି କି ଉବରର ନିୟାମାବଳୀରେ ଏହିପରି ଭାବରେ ଅନୁଚିତ ବ୍ୟବହାର ଖାରଜ କରାଯାଇଛି। ଏହ।ପୂର୍ବରୁ ଏପରି ଏକ ଘଟଣା ଦେଖିବ।କୁ ମିଳିଥିଲା । ଗତ ଅକ୍ଟୋବରରେ ହାଇଦ୍ରାବାଦରେ ମହିଳାଙ୍କୁ ଏୟାରପୋର୍ଟରେ ଛାଡ଼ିବା ସମୟରେ ଡ୍ରାଇଭର ମଧ୍ୟ ଏହିପରି ଭାବରେ ହସ୍ତ ମୈଥୁନ କରିଥିବା ବେଳେ ଧରାପଡ଼ିଥିଲା।

LEAVE A REPLY

Please enter your comment!
Please enter your name here