ଫୋନ ଉଠେଇଲା ପର ତ ଆପଣ ମାନେ HELLO କହୁଥିବେ, କିନ୍ତୁ ଜାଣନ୍ତି କି ଏହା ପଛରେ କଣ ରହିଛି ରହସ୍ୟ, ଜାଣିଲେ ହେବେ ଆଶର୍ଯ୍ୟ

0
145

ଦୁଇଜଣ ବ୍ୟକ୍ତି ଫୋନରେ କଥାହବା ସମୟରେ କହୁଥିବା ହେଲୋ ର ପ୍ରକୃତ ଅର୍ଥ ଜାଣି ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ.

ଆଜିର ବ୍ୟାସ୍ତ ଜୀବନ ଶୈଳି ମଧ୍ୟରେ ପ୍ରତୋକ ଲୋକ ଫୋନ ବ୍ୟବହାର କରନ୍ତି ଏବଂ ଫୋନ ବାଜିଲେ ଉଠାଇ ପ୍ରଥମେ ହେଲୋ କହିଥାନ୍ତି ଓ ତାପରେ କଥା ଆରମ୍ଭ କରିଥାନ୍ତି .

ଆପଣମାନେ ମଧ୍ୟ କାହାରି ଫୋନ ଉଠେଇବା ସମୟରେ ହେଲୋ ର ଉଚ୍ଚାରଣ କରିଥାନ୍ତି କିନ୍ତୁ ଆପଣ କେବେବି ଚିନ୍ତା କରିନାହାନ୍ତି ଯେ ଏହି ଶବ୍ଦ ର ଅର୍ଥ କଣ ତେବେ ଆସନ୍ତୁ ଆଜି ଜାଣିବା ଏହି ଶବ୍ଦ ର ଅର୍ଥ .

ପ୍ରସିଦ୍ଧ ବୈଜ୍ଞାନିକ ଗ୍ରହମବେଲ ଙ୍କୁ ତା ଜାଣିଥିବେ ଯିଏ କି ଫୋନ ର ଆବିଷ୍କାର କରିଥିଲେ , ତାଙ୍କର ଜଣେ ପ୍ରେମିକା ଥିଲେ ମାରରିତ ହେଲୋ ସେ ଯେତେବେଳେ ତାଙ୍କ ସହିତ କଥା ହୁଅନ୍ତି ତାଙ୍କୁ ଆଦର ରେ ହେଲୋ ବୋଲି କହିଥାନ୍ତି ସେବେଠାରୁ ହିଁ ଲୋକେ ତାଙ୍କୁ ଅନୁସରଣ କରି ଏହି ଶବ୍ଦର ଉଚ୍ଚାରଣ କରୁଛନ୍ତି .

LEAVE A REPLY

Please enter your comment!
Please enter your name here