ଆପଣଙ୍କର ଏପରି ମଧ୍ୟ ଅଧିକାର ଅଛି! ଆପଣ ମଧ୍ୟ ଜାଣି ନଥିବେ

0
107

. ଆପଣ କୌଣସି ଲୋକ ସମାଗମ ଜାଗାରେ ଚୁମ୍ବନ କିମ୍ବା ଆଲିଙ୍ଗନ କରି ପାରିବେ ।

୨. କର୍ମ କ୍ଷେତ୍ରରେ ପୁରୁଷ ଏବଂ ନାରୀ କୁ ସମାନ ଦରମା ଦିଆଯାଇଥାଏ ।

୩. ବିବାହିତ ଦଂପତି ସମାନ ଲିଙ୍ଗ ଯାଆଁଳା ଶିଶୁକୁ ଗ୍ରହଣ କରିପାରିବେ ନାହିଁ ।

୪. ଜଣେ ଏକାକୀ ପୁରୁଷ ଗୋଟେ କନ୍ୟାକୁ ପୋଷ୍ୟ ପୁତ୍ରୀ ଗ୍ରହଣ କରିପାରିବ ନାହିଁ ।

୫. ଯଦି କୌଣସି ଦୋଷୀ କୁ ଗିରଫ କରାଯାଏ ,ତାର ଜାଣିବାର ସଂପୂର୍ଣ ଅଧିକାର ଅଛି ଯେ ସେ କାହିଁକି ଗିରଫ ହୋଇଛି ।

୬. ଯଦି କୌଣସି ମହିଳା ନିଜ ଇଚ୍ଛାରେ ଅନ୍ୟ ପୁରୁଷ ସହିତ ଯୌନ ସଂପର୍କ ରଖେ ,ତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇ ପାରିବ ନାହିଁ ।

୭. ଯଦି କେହି ବିବାହିତ ପୁରୁଷ ଜଣେ ବିବାହିତ ନାରୀ ସହ ଯୌନ ସଂପର୍କ ରଖେ ,ତେବେ ତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇ ପାରିବ ନାହିଁ ।

୮. ଧର୍ଷଣ ଉପରେ ଡାକ୍ତରଙ୍କ ମତାମତ ଶେଷ ମତାମତ ନୁହେଁ ।

୯. ଜଣେ ନାରୀ ଯେକୌଣସି ଥାନା ରେ F.I.R ଦେଲେ ତାଙ୍କୁ କୌଣସ ପୋଲିସ ଅଧିକାରୀ ମନା କରିପାରିବେ ନାହିଁ ।

୧୦. ପୋଲିସ ଅପରାଧୀ କୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ ତାକୁ କୋର୍ଟରେ ହାଜରକରିବାକୁ ପଡିଥାଏ ।

୧୧. କୌଣସି ନାରୀକୁ ପ୍ରଶ୍ନ ପଚାରିବାକୁ କୋର୍ଟ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ବଦଳରେ ତାକୁ ତା ଘରେ ପଚରାଯାଇ ପାରିବ ।

୧୨. ଯେକୌଣସି ଲୋକ ଉପରେ ଯଦି ପୋଲିସ ନିଶା ସେବନର ସନ୍ଦେହ କରେ ଏବଂ ଟେଷ୍ଟ କରିବାକୁ କହେ ଯଦି ସେ ମନା କରେ ତେବେ ବିନା Warrantରେ ପୋଲିସ ତାକୁ ଗିରଫ କରିପାରିବ ।

୧୩. ଜଣେ ନାରୀକୁ ସୂର୍ଯ୍ୟଉଦୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ଗିରଫ କରାଯାଇ ପାରିବ ନାହିଁ ।

୧୪. କୌଣସି ବି ଲୋକ ଯେକୌଣସି ହୋଟେଲରେ ମାଗଣାରେ ପାଣି ପିଇ ପାରିବ ଓ Washroom ବ୍ୟବହାର କରିପାରିବେ ।

୧୫. ଧର୍ଷିତା ନାରୀକୁ ପୋଲିସ ବାଧ୍ୟ କରି Statement ନେବା ପାଇଁ ଥାନାକୁ ଡାକି ପାରିବ ନାହିଁ ।

୧୬. ଜଣେ ଧର୍ଷିତା ବିନା F.I.R ରେ ଡାକ୍ତରୀ ମଇନା କରାଇ ପାରିବ ।

୧୭. ଯଦି କୌଣସି ପୋଲିସ ଅଧିକାରୀ ଆପଣଙ୍କ ଅଭିଯୋଗ ଗ୍ରହଣ ନ କରେ ତେବେ ତାଙ୍କୁ ୬ ମାସ ରୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହୋଇପାରେ ।

୧୮. ଉଭୟ ପୁତ୍ର ଓ କନ୍ୟା ସନ୍ତାନର ଉତ୍ତରାଧିକାରୀ ହେବାର ସମାନ ଅଧିକାର ଅଛି ।

୧୯. ବିନା ୟୁନିଫର୍ମ ରେ କୌଣସ ପୋଲିସ ଅଧିକାରୀ ଆପଣଙ୍କୁ ଗିରଫ କରିପାରିବ ନାହିଁ ।

୨୦. ନାରୀ ଅପରାଧୀଙ୍କୁ କେବଳ ନାରୀ ପୋଲିସ ଅଧିକାରୀ ହିଁ ଗିରଫ କରି ପାରିବେ ।

୨୧. ଗର୍ଭବତୀ ମହିଳାଙ୍କୁ ତାଙ୍କ ବସ କଂପାନିରୁ ବାହାର କରିପାରିବେ ନାହିଁ ।

୨୨. ଜଣେ ଧର୍ଷିତାଙ୍କୁ ମାଗଣାରେ ସମସ୍ତ ଆଇନଗତ ସୁବିଧା ଯୋଗାଇ ଦିଆଯାଇଥାଏ ।

୨୩. ଆଇନ କେବେ କହି ନାହିଁ ଯେ ଅବିବାହିତ ପୁରୁଷ ଓ ନାରୀ ଗୋଟିଏ ହୋଟେଲରେ ରହିପାରିବେ ନାହିଁ ।

୨୪. ଫୋନ ରେକର୍ଡ କୁ ଆଇନଗତ ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ ।

LEAVE A REPLY

Please enter your comment!
Please enter your name here