Thursday, August 16, 2018
Home 2018 May

Monthly Archives: May 2018

ଆଜିର ର।ଶିଫଳ

ମେଷ ଯେକୌଣସି କାରଣ ହେଉନା କାହିଁକି ଆପଣଙ୍କର ଦୁଶ୍ଚିନ୍ତା ରହିବ । ଧୈର୍ଯ଼୍ୟଧରି ସମୟ ବିତାନ୍ତୁ । ସେ ସମ୍ବନ୍ଧରେ ଅଧିକ ଚିନ୍ତା କରନ୍ତୁ ନାହିଁ । ସମସ୍ୟା ଆସିବ ଓ ଉନ୍ନତି ପାଇଁ...

ସୁଟିଂସେଟକୁ ଫେରିଲେ ଅନୁଭବ

କିଛିଦିନ ତଳେ ଅନୁଭବ ମହାନ୍ତି ଆହତ ହେଇଥିଲେ ତାଙ୍କ ଫିଲ୍ମ ପ୍ରେମ କୁମାର ଶୁଟିଂ ସେଟ୍ରେ , ଏକ ପାଣି ଟାଙ୍କିରୁ ଦେଇଣ ସିଂ ଥିବା ବେଳେ ସେ ସାମାନ୍ୟ ଆହତ ହେଇଥିଲେ...

ବାବୁସାନଙ୍କ ନୂଆ ଓଡ଼ିଆ ଫିଲ୍ମ ” ଲୋକାଲ ଟୋକା ଲଭ ଚୋଖା”

ବାବୁସାନ ଓ ସନମୀରାଙ୍କ ଯୋଡିରେ ଖୁବ ଶୀଘ୍ର ଆରମ୍ଭ ହେବ ନୂଆ ଓଡ଼ିଆ ଫିଲ୍ମ ” ଲୋକାଲ ଟୋକା ଲଭ ଚୋଖା ” ଏଟି ମଧ୍ୟରେ ଏହାର ମହୁରତ କାମ ଭୁବନେଶ୍ୱର ରେ...

ଭୁବନେଶ୍ୱରରେ ମାଓବାଦୀ

ଭୁବନେଶ୍ୱର :  ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିବାବେଳେ ପୁଲିସ ତାକୁ ଧରିବାରେ ସମର୍ଥ ହୋଇଛି  । ଓଡ଼ିଶା ଓ ପଶ୍ଚିମବଙ୍ଗ ପୁଲିସର ମିଳିତ ଚଢ଼ାଉରୁ ଏହି ସଫଳତା ମିଳିଛି  । ଏଇ...

ମ। ର।ତିରେ ଶୋଇ ଦେଲ।ନିବୋଲି ମା’କୁ ମାରି ପୋତି ଦେଲା ପୁଅ

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ଗାଁରେ ଅଭାବନୀୟ ଘଟଣା। ରୋଗଗ୍ରସ୍ତ ମା’କୁ ଚିକିତ୍ସା ନକରି କୁରାଢିରେ ହାଣି ହତ୍ୟା କରିଛି ପୁଅ। ମୃତକ ଜଣକ ହେଲେ ଝାମ୍ପି ଦାସ। ମିଳିଥିବା...

ମହାନଦୀ ପରିସ୍ଥିତି ପାଇଁ ବିଜେଡି ଦାୟୀ:ପିସିସି ସଭାପତି

ମହାନଦୀ ଟ୍ରିବ୍ୟୁନାଲ ନୋଟିସ୍‌ ପ୍ରସଙ୍ଗରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା- ମହାନଦୀ ବିବାଦ ନେଇ ପ୍ରଥମେ କଂଗ୍ରେସ ସ୍ୱର ଉଠାଇ ଥିଲା, ବିରୋଧୀ ଦଳ ନେତା ପ୍ରଥମେ ସର୍ବଦଳୀୟ ବୈଠକର ଆହ୍ୱାନ କରିଥିଲେ, ମହାନଦୀର...

ଅଣଓଡ଼ିଆ ମାନେ ପିଲାଚୋର !

  ବାରିପଦା: ପିଲା ଚୋରି ଗୁଜବ ନେଇ ପୋଲିସର ଚେତାବନୀ ଏବଂ ଆଡଭାଇଜରି ସତ୍ତ୍ୱେ ବି ଜାରି ରହିଛି ଅଚିହ୍ନା ଲୋକଙ୍କ ଉପରେ ଅମାନୁଷିକ ଆକ୍ରମଣ। ଗତକାଲି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଠାକୁରତୋଟା...

ଉପ ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ଆଜି ୧୦ଟି ରାଜ୍ୟର ୪ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ବିରୋଧୀଙ୍କ ମାଷ୍ଟରଷ୍ଟ୍ରୋକ୍ରେ ବିଜେପି ଚିତ୍ ପଟାଙ୍ଗ ହୋଇଯାଇଥିବା...

ନୀତିଶଙ୍କୁ ଲ।ଗିଲ। ଝଟକ।

ପାଟଣା :ଆଜି ଉପନିର୍ବ।ଚନ ଫଳ ଆସିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ  ଲାଗିଛି ଜୋରଦାର ଝଟକ।  । ବିହାରର ଜୋକିହାଟ ଆସନରେ ବାଜିମାତ୍ କରିଛି ରାଷ୍ଟ୍ରୀୟ ଜନତା ଦଳ । ଲାଲୁ ପ୍ରସାଦଙ୍କ...

ଚିନିରେ ଗୋରୁହାଡ଼ ମିଶୁଛି : ଜଗନ୍ନାଥ ସେନା

ପୁରୀ : ଚିନିରେ ମିଶୁଛି ଗୋରୁହ।ଡ ଏହ।କୁ ଶ୍ରୀମନ୍ଦିର ସମେତ ବିଭିନ୍ନ ଧର୍ମାନୁଷ୍ଠାନରେ ବ୍ୟବହ।ର କର।ଯ।ଉଛି । ଏହ।କୁ ପ୍ରତିବ।ଦରେ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଗୁରୁବାର ସିଂହଦ୍ୱାର ସମ୍ମୁଖରେ ଚିନିକୁ ପୋଡା...
- Advertisement -

MOST POPULAR

HOT NEWS