ଉଷସୀ ମିଶ୍ରଙ୍କୁ ତଳେ ପକେଇ ମ।ରିଲେ

0
64

ତାଳଚେର,- ଓଡ଼ିଆ ଚଳଚ୍ଚିତ୍ର ତଥା ଯ।ତ୍ର। ଅଭିନେତ୍ରୀ ଉଷସୀ ମିଶ୍ର ଅନୁଗୋଳ ଜିଲା କଣିହାଁ ଥାନା ଡେରଙ୍ଗ ଗ୍ରାମକୁ ଚନ୍ଦନ ଯାତ୍ରା ଉପଲକ୍ଷେ ଏକ ଅପେରା ଦଳରେ ଅଭିନୟ କରିବାକୁ ଯାଉଥିବ। ସମୟରେ ସେହି ଗ୍ରାମର ଇନ୍ଦ୍ରମଣି ସାହୁ ଓ ତାଙ୍କର ଦୁଇ ପୁଅ ମାଡ଼ ମାରିବା ସହ ଅସଦାଚରଣ କରିଥିବା କଣିହାଁ ଥାନାରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ୬୧/୨୦୧୮ ନଂ.ରେ ଏକ ମାମଲା ରୁଜୁ ହୋଇଛି । ରବିବାର ରାତି ୧୨ଟାରେ ଉଷସୀ ନିଜ କାର ଯୋଗେ ଡେରଙ୍ଗ ଗ୍ରାମକୁ ଅଭିନୟ କରିବାକୁ ଯାଉଥିବାବେଳେ ଏହି ଘଟଣା ଘଟିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here