ସ୍ତନ କର୍କଟ ଆଶଙ୍କା କମାଏ ଦହି

0
63

ଲକ୍ଟୋବାସିଲସ୍ ଓ ଷ୍ଟ୍ରେପ୍ ଟୋକୋକସ୍ ନାମକ ଦୁଇଟି ଗୁଣକାରକ ଜୀବାଣୁ ସ୍ତନ କର୍କଟ ପ୍ରତିରୋଧୀ | ସୁସ୍ଥ ପାଇଁ ଶରୀରରେ ଏଗୁଡିକର ମାତ୍ରା ଠିକ୍ ରହିବା ଉଚିତ | ଦହି ଖାଇବା ଦ୍ଵାରା ଏହି ଦୁଇ ଉପକାରୀ ଜୀବାଣୁର ମାତ୍ରା ବଡ଼େ ଓ ସ୍ତନ କର୍କଟ ଆଶଙ୍କା କମେ | କାନାଡାର ୱେଷ୍ଟର୍ନ୍ ୟୁନିଭସିଟିର ଦଳେ ସ୍ୱାସ୍ଥ୍ୟ ବିଜ୍ଞାନୀ ସ୍ତନତନ୍ତୁ ପରୀକ୍ଷା କରି ଏ ବାବଦରେ ନିଶ୍ଚିତ ହୋଇଛନ୍ତି | ଦହି ରୋଗ ପ୍ରତିରୋଧକ ଏବଂ ସ୍ତନରେ ଆବୁ ବୃଦ୍ଧିକୁ ସହଜରେ ରୋକିପାରୁଥିବା ସେମାନଙ୍କ ଅଧ୍ୟୟନରୁ ପ୍ରକାଶ | ଏଣୁ, ମହିଳାମାନେ ନିୟମିତ ଦହି ଖାଇବା ଉଚିତ |

LEAVE A REPLY

Please enter your comment!
Please enter your name here