ସ।ତ କୋଟି ନକଲି ନୋଟ୍‌ ଜବତ: ଅଭିଯୁକ୍ତ ଗିରଫ

0
42

ବାଙ୍ଗାଲୋର: କର୍ଣ୍ଣାଟକ ବେଲଗାମରୁ ଆଜି ପୋଲିସ ୭ କୋଟି ଟଙ୍କାର ନକଲି ନୋଟ ଜବତ କରିଛି ଓ ତ। ସହିତ ଏହି ଘଟଣାରେ ଅଭିଯୁକ୍ତ ଅଜିତ୍‌ କୁମାର ନିଦୋନୀଙ୍କୁ ନ।ମକ ବ୍ୟକ୍ତିକୁ ଗିରଫ କରିଛି। ପୋଲିସ ବିଶ୍ୱେଶ୍ୱର ନଗରସ୍ଥିତ ପୂର୍ତ୍ତ ବିଭାଗ(ପିଡବ୍ଲ୍ୟୁଡି) କ୍ୱାର୍ଟର୍ସ ଉପରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣରେ ନକଲି ୨ ହଜାର ଟଙ୍କିଆ ନୋଟ ଜବତ କରାଯାଇଛି। ଉକ୍ତ ନୋଟଗୁଡ଼ିକୁ ଆଗାମୀ ବିଧାନସଭା ନିର୍ବାଚନରେ ଗ୍ରାମାଞ୍ଚଳରେ ବଣ୍ଟାଯିବାର ଯୋଜନା ଥିବା ନେଇ ଚର୍ଚ୍ଚା ହେଉଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here