ଟ୍ରେନ୍‌ ଧକ୍କାରେ ୪ ହାତୀ ମୃତ

0
34

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା କିର୍ମିରା ବ୍ଲକ ବାଗଡିହି ଫରେଷ୍ଟ ରେଞ୍ଜ ଅଧୀନ ବାଗଡିହି-ତେଲିଦିହି ମଧ୍ୟବର୍ତ୍ତୀ ଅଞ୍ଚଳରେ ଟ୍ରେନ୍‌ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ ହୋଇଛି। ସୋମବାର ଭୋର ୩ଟା ୩୦ମିନିଟ୍‌ରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଏସିଏଫ୍‌ ପ୍ରଦୀପ ଧଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here