ସ୍ୱାଧୀନତାର ୭୦ ବର୍ଷ ପରେ ପହଞ୍ଚିଲା ବିଜୁଳି

0
72

ମହାରାଷ୍ଟ୍ର ଅମରାବତୀ ବୁଲୁମାଗଭାନ୍‌ ଜନଜାତି ଅଧ୍ୟ୍ୟୁଷିତ ଗାଁରେ ସ୍ବାଧୀନତାର ଦୀର୍ଘ ୭୦ ବର୍ଷ ପରେ ବିଜୁଳି ଆଲୋକ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର ଘଣ ଯୋଜନା ‘ସୌଭାଗ୍ୟ’ ମାଧ୍ୟମରେ ବିଜୁଳି ପହଂଚି ପାରିଛି । ରିପୋର୍ଟ ମୁତାବିକ୍ ଏହି ଯୋଜନାରେ ୧୦୫ଟି ଘରେ ବିଜୁଳି ପହଂଚିବାରୁ ଏଡି ଗ୍ରମବାସୀ ବହୁତ ଖୁସି ଅଛନ୍ତି । ସହରଠାରୁ ୧୨ କିଲୋମିଟର ଦୂରରେ ଥିବା ଏହି ଗାଁର ଜନସଂଖ୍ୟା ୫ଶହ ବୋଲ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସରକାରଙ୍କ ଏହି ଯୋଜନାରେ ଏହି ଗାଁ ଓ ଏହାର ଆଖ ପାଖର ଗ୍ରାମବାସୀମାନେ ବହୁତ ଖୁସି ଅଛନ୍ତି ।

LEAVE A REPLY

Please enter your comment!
Please enter your name here