ଦୀପାଞ୍ଜଳି ହେଲେ ଅତାବିରା ଏନ୍‌ଏସି ଅଧ୍ୟକ୍ଷା …

0
124

ଅତାବିରା : ଅତାବିରା ଏନ୍‌ଏସି ଅଧ୍ୟକ୍ଷା ଭାବେ ୱାର୍ଡ ନଂ-୩ ଭାଲିପାଲିର କାଉନ୍‌ସିଲର ଦୀପାଞ୍ଜଳି ଭରାସାଗର ନିର୍ବାଚିତ ହୋଇଛନ୍ତି। ଅଧ୍ୟକ୍ଷା ନିର୍ବାଚନ ପାଇଁ ଆଜି ଧାର୍ଯ୍ୟ ତାରିଖ ଥିବା ବେଳେ ଦୀପାଞ୍ଜଳି ୨ଟି ସେଟ୍‌ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଦଳ ପକ୍ଷରୁ ଆଉ କୌଣସି ଆଶାୟୀ ନାମାଙ୍କନ ପତ୍ର ଦାଖଲ ନ କରିବାରୁ ସେ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here