ଅଙ୍ଗନୱାଡି ଦିଦି ଙ୍କୁ ଉଲଗ୍ନ କରି ଗଁ। ମଝିରେ ଗୋଡ଼ାଇ ଗୋଡ଼ାଇ ପିଟିଲେ

0
244

ବ।ହ।ନଗ।: ଗଁ। ମଝିରେ ଅଙ୍ଗନବାଡି ଦିଦିଙ୍କୁ ଉଲଗ୍ନ ସମସ୍ତଙ୍କ ଆଗରେ ନିସ୍ତୁକ ମାଡ଼ ମାରିଛନ୍ତି ଗଁ।ଲୋକେ l ଏହି ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଟାସପୁର ଗ୍ରାମରେ l  ଏକ ନିର୍ଦ୍ଦିଷ୍ଟ କାରଣକୁ ନେଇ ଗାଁ ଲୋକଙ୍କ ସହ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କର ଯୁକ୍ତିତର୍କ ହେବାରୁ ଗାଁ ଲୋକେ ତାଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିଲେ।

LEAVE A REPLY

Please enter your comment!
Please enter your name here