ଉପବାସ କରିବେ ପ୍ରଧାନମନ୍ତ୍ରୀ ମୋଦି

0
73

ନୁଆଦିଲ୍ଲୀ:ଉପବାସ କରିବେ ପ୍ରଧାନମନ୍ତ୍ରୀ ମୋଦି। କେବଳ ମୋଦି ନୁହନ୍ତି ବିଜେପି ସାଂସଦମାନେ ମଧ୍ୟ ଅନଶନ କରିବେ। ସଂସଦରେ ବିରୋଧୀମାନେ ବାରମ୍ବାର ହଟ୍ଟଗୋଳ କରିବାରୁ ଶୀତ ଅଧିବେଶନ ନିଷ୍ଫଳ ହୋଇଯାଇଛି । ଏହାର ପ୍ରତିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏପ୍ରିଲ ୧୨ରେ ଗୋଟିଏ ଦିନ ଉପବାସରେ ରହିବେ। ପିଏମ ମୋଦି ଓ ଅମିତ ଶାହା ସମେତ ସମସ୍ତ ବିଜେପି ସାଂସଦ ମଧ୍ୟ ଉପବାସ କରିବେ। ବିଜେପିର ସମସ୍ତ ସାଂସଦ ଏପ୍ରିଲ ୧୨ରେ ନିଜ ନିଜର ସଂସଦୀୟ କ୍ଷେତ୍ରରେ ଉପବାସ କରିବେ। ସେହି ଦିନ ବିଜେପି ଅଧ୍ୟକ୍ଷ ଅମିତ ଶାହା କର୍ଣ୍ଣାଟକର ହୁବଲି ଠାରେ ଧାରଣା ଦେବେ ।

LEAVE A REPLY

Please enter your comment!
Please enter your name here