ଦୁଇ ବର୍ଷ ପରେବି ନିର୍ମିତ ପାନୀୟଜଳ ପ୍ରକଳ୍ପ ହୋଇପ।ରୁନି କାର୍ଯ୍ୟକାରୀ ।

0
77

ମାହାଙ୍ଗା : ରାଜ୍ୟ ସରକାର ସବୁବେଳେ ଲୋକ ମ।ନଙ୍କର ମୈ।ଳିକ ଅଧିକାରର କଥ। କହୁଥିବା ବେଳେ ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳର ଲୋକମାନଙ୍କୁ ଭୂତଳ ପାଇପ ଯୋଗେ ପାନୀୟଜଳ ଯୋଗାଣ କିଭଳି ପ୍ରହସନ ପାଲଟିଛି ତାହାର ଉଦାହରଣ ପ।ଲଟିଛି ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତର ଆପିଲୋ ତଳପଡାରେ ଥିବା ପାନୀୟଜଳ ପ୍ରକଳ୍ପ । ଦୁଇ ବର୍ଷ ତଳୁ ଏହି ପ୍ରକଳ୍ପ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନହୋଇ ପ।ରିବ। । ଏପରିକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପାଣି ଟାଙ୍କି ନିର୍ମାଣ କରାଯାଇଥିଲେ ମଧ୍ୟ ତାହା କାମରେ ଲାଗୁନି । ଏଣୁ ଜନସାଧାରଣରେ ଅସନ୍ତୋଷ ବଢ଼ୁଛି । କେଉଁ କାରଣ ପାଇଁ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦ।ବି ହେଉଛି ।

LEAVE A REPLY

Please enter your comment!
Please enter your name here