ଆଜିର ର।ଶିଫଳ:୧୧ ଅପ୍ରେଲ ୨୦୧୮

0
77

ମେଷ: ଆଜି କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢିବ। ଧନାଗମ ହେବ। ଜୀବନସାଥୀଙ୍କ ଠାରୁ ପ୍ରେମ ଓ ସୁଖ ପାଇବେ। ପ୍ରେମରେ ସଫଳ ହେବେ।

ବୃଷ: ବ୍ୟବସାୟ ବୃଦ୍ଧି ପାଇଁ ନୂଆ ପ୍ରସ୍ତାବ ପାଇବେ। ବହୁ ଦିନର କାମ ପୂରା ହେବ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ସନ୍ତାନଙ୍କ ସହିତ କିଛି ସମୟ ଖୁସିରେ କଟାଇବେ।

ମିଥୁନ: କାର୍ଯ୍ୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ଘଟିପାରେ। ଦାମ୍ପତ୍ୟ ଜୀବନରେ ପ୍ରେମ ବଢିବ।

କର୍କଟ: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ। ବ୍ୟବସାୟ ଯୋଜନାରେ ପରିବର୍ତ୍ତନ ଆଣି ଯଥେଷ୍ଟ ଲାଭ ପାଇବେ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।

ସିଂହ: ମନ ପ୍ରସନ୍ନ ରହିବ। ଧନ ପ୍ରାପ୍ତିର ସୂଚନା ମିଳୁଛି।ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ। ଅଚାନକ ଆର୍ଥିକ ଲାଭର ସୁଯୋଗ ରହିଛି।

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଚାକିରିରେ କର୍ତ୍ତୃତ୍ଵ ବୃଦ୍ଧି ହେବ।

ତୁଳା: ଦିନଟି ଲାଭପ୍ରଦ ରହିବ। ଉନ୍ନତିର ନୂଆ ରାସ୍ତା ଖୋଲିବ। କର୍ମକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହୋଇପାରେ।

ବିଛା: ଆଜି ଆପଣଙ୍କ ଦିନଟି ଶୁଭମୟ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭ ହେବ। ମାନସିକ ସ୍ତରରେ ଖୁସି ରହିବେ।

ଧନୁ: ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ସଫଳତା ମିଳିବ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। କର୍ମକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହୋଇପାରେ।

ମକର: ଆଜି ଆପଣ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ଯୋଗୁଁ ଅନେକ କାର୍ଯ୍ୟ ଖୁସିରେ ସମାପ୍ତ କରିବେ। ଯାତ୍ରା ସୁଖଦ ଓ ଲାଭଦାୟକ ସାବ୍ୟସ୍ତ ହେବ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ।

କୁମ୍ଭ: ଆଜି ଆପଣଙ୍କ ଭାଗ୍ୟରେ ବହୁତ ସୁଖଦ ଓ ମଧୁର ବାତାବରଣ ରହିବ। ଧନ ଲାଭ ହେବ।ପାରିବାରିକ ଶାନ୍ତି ଓ ସୌହାର୍ଦ୍ଦ୍ୟ ବୃଦ୍ଧି ହେବ।

ମୀନ: ଆଜି ଆପଣଙ୍କ ଭାଗ୍ୟ ଉଜ୍ଜ୍ଵଳ ରହିବ। ଯାହା କାମ କରିବେ, ଆପଣଙ୍କୁ ସଫଳତା ମିଳିବ।ଅଚାନକ ଆର୍ଥିକ ଲାଭ ହେବ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ।

LEAVE A REPLY

Please enter your comment!
Please enter your name here