ଦେଖିବାକୁ ଚାଲିଛି ଟଣା ଓଟରା ।

0
101

ଭୁୁବନେଶ୍ୱର:ମୋବାଇଲକୁ ମୋବାଇଲ୍ ଘୁରି ବୁଲୁଛି ରିଅଲିଟି ସୋ ବିଜେତାଙ୍କ ସେଇ ଅନ୍ତରଙ୍ଗ ମୁହୂର୍ତ୍ତ। ପ୍ରାୟ ୧ ମିନିଟ ୪ ସେକେଣ୍ଡ ହେଉଛି ଏହାର ଆକାର । ପୁରୁଷ ବନ୍ଧୁ ଜଣକ ଗୋପନତାର ସହିତ ମୋବାଇଲରେ ଅନ୍ତରଙ୍ଗ ମୁହୂର୍ତ୍ତକୁ ସୁଟିଂ କରି ନେଇ ଏହାକୁ ସୋସିଆଲ ମିଡିଆରେ ଛଡ଼ା ଯାଇଛି | ଭିଡିଓ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ବଣ୍ଟା ଚାଲିଛି। ଦେଖିବାକୁ ଚାଲିଛି ଟଣା ଓଟରା। ଆଉ ଯୁବତୀ ଜଣକ କିଏ ଜାଣିବା ପରେ ବଢିଯାଉଛି ଉତ୍କଣ୍ଠା। ଏହି ବିଜେତା ଜଣକ ୨୦୧୬ରେ ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ ରିଅଲିଟି ସୋ କାର୍ଯ୍ୟକ୍ରମରେ ବିଜେତା ଥିଲେ। ରୂପରେ ଆଉ ଗୁଣରେ ସୁନ୍ଦରୀ ବୋଲି ତାଙ୍କୁ ମିଳିଥିଲା ପୁରସ୍କାର।

ତାଙ୍କର ଏହି ବିଜୟକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଛାତ୍ରୀ ଜଣକ ବୁର୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ ଥିଲେ । ତେବେ ଏହି ଭିଡିଓ କିଏ ଓ କାହିଁକି ଭାଇରାଲ କରିଛି ସେ ନେଇ ଜୋରଦାର ଚର୍ଚ୍ଚା ଧରିଛି । ପୋଲିସ କମିଶନର ଡ. ରାଜେନ୍ଦ୍ର ଶର୍ମା ଭାଇରାଲ ଭିଡିଓକୁ ନେଇ ଆଡଭାଇଜରି ଜାରି କରିଛନ୍ତି କିନ୍ତୁ ଥାନାରେ ଅଭିଯୋଗ ହୋଇ ନାହିଁ । 

ସୂଚନାଯୋଗ୍ୟ ଗତ କିଛି ମାସ ମଧ୍ୟରେ ଓଡ଼ିଶାରେ ପ୍ରାୟ ୧୦୦ରୁ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଛି । ଅଶ୍ଳୀଳ ଭିଡିଓକୁ ନେଇ ଆତ୍ମହତ୍ୟା, ହତ୍ୟା ଭଳି ଅପରାଧ ଦେଖାଯାଉଛି । 

LEAVE A REPLY

Please enter your comment!
Please enter your name here