ଆମ ଦେଶର ଅଜଣ। ୬ଟି ନିୟମ

0
99

ଭାରତ ପରି ବିଶାଳ ଦେଶ ରେ ଅନେକ ଜାତି ଧର୍ମ ରହିଛି ଏବଂ ଲୋକଙ୍କ ର ସବୁ ସୁଖ ସୁବିଧା କୁ ଦୃଷ୍ଟି ରେ ରଖି ସରକାର ଏପରି କିଛି ନିୟମ ପ୍ରଣୟନ କରିଛନ୍ତି I

ଏହି ବିଶାଳ ଦେଶ ରେ ଲୋକଙ୍କ ର ଭାବନା କୁ ଦୁର୍ଶ୍ୱଟି ରେ ରଖି ସରକାର 125 ଲୋକଙ୍କ ପାଁଇ କିଛି ସାମ୍ବିଧାନିକ ନିୟମ ମନ ପ୍ରସ୍ତୁତ କରିଛନ୍ତି , ଯାହା ବହୁତ କମ ଲୋକେ ହିଁ ଜାଣିଛନ୍ତି I

ଦେଶ ର ବିଚିତ୍ର ନିୟମ
1.ଝଗଡା ସମୟ ରେ ଛୁରୀ ର ବ୍ୟବହାର କରିପାରିବେ ନାହିଁ
ଶୁଣିକି ଆପଣ ଟିକେ ଆଶ୍ଚଯ୍ୟ ହେବେ କି ଭାରତୀୟ ସମ୍ବିଧାନ ର ନିୟମ ଅନୁସାରେ ଭାରତ ର ସୈନିକ ଝଗଡା ରେ ଛୁରୀ ର ବ୍ୟବହାର କରିପାରିବେ ନାହିଁ I କିନ୍ତୁ ନାଗାଲାଣ୍ଡ ରେ ଏପରି ଆଇନି କିଛି ନାହିଁ I

2.ଆତ୍ମହତ୍ୟା ର ନିୟମ
ଏହି ନୂଆ ନିୟମ ବିଷୟ ରେ ଆପଣ ଜାଣି ନାହାନ୍ତି I ଭାରତ ରେ ଆତ୍ମହତ୍ୟା କରିବା ର ନିୟମ ରହିଛି କିନ୍ତୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ ଏଥିପାଇ ଦଣ୍ଡ ବିଧାନ ର ନିୟମ ମଧ୍ୟ ଉଲେଖ ରହିଛି I

3.ଅଶ୍ଲିସ ୱେବସାଇଟ ପାଁଇ କୌଣସି ନିୟମ ନାହିଁ
ସରକାର ଇଣ୍ଟେର୍ନେଟ ରୁ ଏହି ଅଶ୍ଳୀଳ ଭିଡିଓ ବନ୍ଦକରିବାକୁ କୁ ଅନେକ ପ୍ରୟାସ ଜାରି ରଖିଛନ୍ତି କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଏପରି କୌଣସି ବି ନିୟମ ନାହିଁ ଯାହା କି ଏହି ୱେବ୍ସାଇଟ କୁ ସମ୍ପୂର୍ଣ ରୂପେ ବନ୍ଦ କରି ପାରିବ I

4.ପିଲା ଙ୍କ ସଂଖ୍ୟା ର ନିୟମ
ଚୀନ ରେ ବଢୁଥିବା ଜନସଂଖ୍ୟା କାରଣ ରୁ ସେଠାକାର ସରକାର ଏକ ନିୟମ ଲାଗୁ କରିଛନ୍ତି ଏବଂ ଏପରି ନିୟମ ଭାରତ ରେ କେବଳ କେରଳ ରେ ହିଁ ଅଛି I ଯଦି କେହି ଦମ୍ପତି ତୃତୀୟ ସନ୍ତାନ ଜନ୍ମ କରିଥାନ୍ତି ତେବେ 10000 ଟଙ୍କା ପର୍ଯ୍ୟନ୍ତ ଦଣ୍ଡ ବିଧାନ ରହିଛି I

5.ମଦ୍ୟପାନ କରିବା ର ଏକ ସୀମା
ଭାରତ ରେ 18 ବର୍ଷ ବୟସ ରୁ ବି ପିଲା ମଦ୍ୟପାନ କରୁଛନ୍ତି କିନ୍ତୁ କିଛି ରାଜ୍ୟ ଯେପରି ହିମାଞ୍ଚଳ ପ୍ରଦେଶ , ସିକିମ , ପଣ୍ଡିଚେରୀ ପରି ରାଜ୍ୟ ରେ ଏହି ଆୟୁ ସୀମା 25 ରଖାଯାଇଛି I

6.ଟ୍ରାଫିକ ଇନ୍ସପେକ୍ଟର ହେବାକୁ ହେଲେ ପରିସ୍କାର ଦାନ୍ତ ଜରୁରୀ
ଆପଣ ଭାବୁଥିବେ ଚାକିରୀ ର ଦାନ୍ତ ସହ କଣ ସମ୍ପର୍କ ଅଟେ କିନ୍ତୁ ଭାରତୀୟ ମୋଟର ନିୟମ 1974 ଅନୁସାରେ ଆନ୍ଧ୍ର ପ୍ରଦେଶ ର ଟ୍ରଫିକିନ୍ସପେକଟର ହେବାକୁ ଇଚ୍ଛା ଥିଲେ ଆପଣ ନିଜ ଦାନ୍ତ କୁ ସଫା ରଖିବା ନିହାତି ଜରୁରୀ ଅଟେ I

LEAVE A REPLY

Please enter your comment!
Please enter your name here