ସକାଳ ତିନିଟା ରୁ ଚାରିଟା ମଧ୍ୟ ରେ ହେଇଥାଏ ଅଧିକ ମୃତ୍ୟୁ! ଜ।ଣନ୍ତୁ କାରଣ

0
130

ମୃତ୍ୟୁ ସମ୍ବନ୍ଧିତ କିଛି ରୋଚକ ତଥ୍ୟ – ଭଗବାନ ଙ୍କ ଏ ସଂସାରରେ ପ୍ରତୋକ ବସ୍ତୁ ର ବାସ୍ତୁ ସମ୍ବନ୍ଧିତ କିଛି ସମ୍ପର୍କ ରହିଥାଏ I

ତେଣିକି ସେ ବସ୍ତୁ କୌଣସି ନିର୍ଜୀଵ ବସ୍ତୁ ହେଉ କି କୌଣସି ମନୁଷ୍ୟ ହେଉ I ପ୍ରତୋକ ଜିନିଷ ର ଭଗବାନ ଙ୍କ ସହ କିଛି ନା କିଛି ସମ୍ପର୍କ ରହିଥାଏ I

କିନ୍ତୁ ପ୍ରାକୃତିକ ନିୟମ ଅନୁସାରେ ଯେଉଁ ବସ୍ତୁ ର ସୃଷ୍ଟି ରହିଥାଏ ତାର ବିନାଶ ମଧ୍ୟ ସୁନିଶ୍ଚିତ ହେଇଥାଏ I

ତେଣିକି ସେ କୌଣସି ବସ୍ତୁ ହେଉ କି କୌଣସି ହାଡ଼ ମାଂସ ର ଶରୀର ହେଉ I ପ୍ରତୋକ ବସ୍ତୁ ର ଅନ୍ତ ସୁନିଶ୍ଚିତ ହେଇଥାଏ I

ଆଜି ଆମେ ଆଲୋଚନା କରିବା ମନୁଷ୍ୟ ଶରୀର ର ମୃତ୍ୟୁ ର I ଏମିତି ରେ ବିଜ୍ଞାନ ମଧ୍ୟ ପ୍ରମାଣ କରିଛି କି ମୃତ୍ୟୁ କିଛି ବଡ କଥା ନୁହେ I କିନ୍ତୁ ଅନେକ ଧର୍ମ ରେ ଅନେକ ଡ଼ରାଯାଇଥାଏ କି ମୃତ୍ୟୁ ପରେ ଏମିତି ହେବ ସେମିତି ହେବ ଅନେକ କିଛି I ଏବଂ ସେହି କାରଣ ରୁ ହିଁ ଅନେକଙ୍କ ମନ ରେ ସ୍ୱର୍ଗ ଓ ନର୍କ ର ଭାବନା ମନରେ ଉଜାଗର ରହିଥାଏ I

ତେବେ ଆଜି ଆମେ ଆପଣ ଙ୍କୁ କହିବୁ ଏହି ମୃତ୍ୟୁ ସମ୍ବନ୍ଧିତ କିଛି ତଥ୍ୟ

ମୃତ୍ୟୁ ସମ୍ବନ୍ଧିତ କିଛି ତଥ୍ୟ –
ରିପୋର୍ଟ ଅନୁସାରେ ଅଧିକାଂଶ ମୃତ୍ୟୁ ସକାଳ 3 ରୁ 4 ମଧ୍ୟ ରେ ହିଁ ହେଇଥାଏ I କିନ୍ତୁ ଏପରି ହେବାର କାରଣ କଣ ? ଏହାର ଉତ୍ତର ଆମ ପାଖରେ ରହିଛି I କାରଣ ସକାଳ ର 3 ରୁ 4 ଟା ମଧ୍ୟ ରେ ଶରୀର ଅଧିକ କମଜୋର ରହିଥାଏ I ଏବଂ ଏହି କାରଣ ରୁ ହିଁ ଅଧିକାଂଶ ମୃତ୍ୟୁ ଏହି ସମୟ ମଧ୍ୟ ରେ ଅଧିକ ଦେଖିବାକୁ ମିଳିଥାଏ I

ମୃତ୍ୟୁ ପରେ ଶରୀର ର ଅନ୍ୟ ଅଙ୍ଗ ତୁଳନାରେ କାନ ଶେଷ ପର୍ଯ୍ୟନ୍ତ ରହିଥାଏ କାର୍ଯ୍ୟକ୍ଷମ I ଅର୍ଥାତ ଶୁଣିବା ର କ୍ଷମତା ସଭା ଶେଷ ପର୍ଯ୍ୟନ୍ତ ରହିଥାଏ I

ଏହା ହେଉଛି ମୃତ୍ୟୁ ସହ ଜଡିତ କିଛି ରୋଚକ ତଥ୍ୟ I ଏବଂ ଏହା ହିଁ ହେଉଛି ଜୀବନ ର ନିରାଟ ସତ୍ୟ I

LEAVE A REPLY

Please enter your comment!
Please enter your name here