ଆମ୍ବ ବଗିଚାରେ ବୋମା

0
99

ଖୋର୍ଦ୍ଧା: ଲୋକେଶ୍ୱରପୁର ନିକଟ ବିକାଶନଗର ଆମ୍ବ ବଗିଚାରୁ ଆଜି ଖୋର୍ଦ୍ଧା ଟାଉନ ଥାନା ପୁଲିସ ୧୧ଟି ଅଫୁଟା ବୋମା ଜବତ କରିଛି। ଏକ ପେଟି ମଧ୍ୟରେ ବୋମାଗୁଡ଼ିକ ରଖାଯାଇଥିଲା। ଖବରପାଇ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ସେଠାରେ ପହଞ୍ଚିଥିଲେ। ପରେ ବୋମାଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା। ପୁଲିସ ଘଟଣାର ଖୋଳତାଡ଼ ଚଳାଇଛି।

LEAVE A REPLY

Please enter your comment!
Please enter your name here