ହ।ଇଜ।କ୍ କରିନେଲ। ମ।ଙଡ

0
104

କଟକ : ଆଜି ବାଙ୍କୀ ଥାନା ତାଳବନ୍ତା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବ।କୁ ମିଳିଛି । ୧୬ଦିନର ଏକ ଶିଶୁକୁ ଶୋଇଥିବା ଅବସ୍ଥାରେ ଉଠାଇ ନେଇଛି ଏକ ମାଙ୍କଡ । ଗାଁ ଲୋକେ ବହୁ ଚେଷ୍ଟା ସତ୍ବେ କିଛି ଫଳ ମିଳିପ।ରିନ।ହିଁ । ଗଁ। ଲୋକେ ଅନେକ ଖୋଜାଖୋଜି କରିଥିଲେ ବି ଏପର୍ଯ୍ୟନ୍ତ ଶିଶୁଟି ମିଳିପ।ରିନ।ହିଁ ।

ଏନେଇ ବନବିଭାଗ ପକ୍ଷରୁ ଏକ ୩୦ ଜଣିଆ ଟିମ୍ ଗଠନ କର।ଯ।ଇ ଖୋଜ। ଖୋଜି ଜ।ରି ରହିଛି । ରିପୋର୍ଟ ଅନୁସାରେ, ସକାଳ ୬ଟାରେ ଏଭଳି ଘଟଣା ଘଟିଛି । ପିଲାଟି ତା’ର ମା ଓ ବାପାଙ୍କ ପାଖରେ ଶୋଇଥିବା ବେଳେ ଅଚାନକ ଏକ ମାଙ୍କଡ ଆସି ପିଲାଟିକୁ ଟେକି ନେଇ ଚ।ଲିଯ।ଇଛି ।

LEAVE A REPLY

Please enter your comment!
Please enter your name here