ସୋରୋ ବିଜେଡି ର ହିଟଲର ଶାସନ , କଂଗ୍ରେସ ବିଜେପି ହତାଶ

0
729

ଆସନ୍ତା ୨୮ ଏବଂ ୨୯ ରେ ପାଳନ ହେବାକୋ ଯାଉଛି ସୋରୋ ଉପେନ୍ଦ୍ର ନାଥ କଲେଜ ରେ ସୁବର୍ଣ୍ଣ ଜୟନ୍ତୀ | ଏହା ଉତ୍ତର ଓଡିଶା ର ଏକ ସୁନାମଧନ୍ୟ କଲେଜ ଏହାର ସୁବର୍ଣ୍ଣ ଜୟନ୍ତୀ ଖୁବ ଯାକ ଯମକ ରେ ହେବ ବୁଲି ସମସ୍ତ ପୁରାତନ ଛତ୍ର ଭାବିଥିଲେ କିନ୍ତୁ ଏହା ସୁନ୍ଦର ଭାବେ ହେବାତ ଦୂରର କଥା ଏଥିରେ ସାମିଲ ହେବା ପାଇଁ ପୁରାତନ ଛତ୍ର ମାନଙ୍କୁ ନିମନ୍ତ୍ରଣ ଦିଅ ଯାଇନାହିଁ | ସେଥିପାଇଁ ଏହାକୁ ନେଇ ପୁରାତନ ଛତ୍ର ମାନେ ଅସନ୍ତୋସ୍ଟ ଥିଲେ ଏବଂ ଏହାର କାରଣ ଖୋଜୁଥିଲେ ଆଜି ଏହାର କାରଣ ସାମ୍ନା କୋ ଆସିଛି |

ସୁବର୍ଣ୍ଣ ଜୟନ୍ତୀ ହେଉଛି ପୁରାତନ ଛାତ୍ରଙ୍କ ମିଳନର ପର୍ବ କିନ୍ତୁ ସେମାନଙ୍କୁ ନଡାକି ଶୀଘ୍ର ଆୟୋଜନ କରିବାର ମୁଖ୍ୟ କାରଣ ଯାହା ପୁରାତନ ଛାତ୍ର ମାନେ କହୁଛନ୍ତି ଏବଂ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟସୂଚୀକୋ ଦେଖିଲେ ଜଣା ପଡୁଛି ତାହା ହେଲା – ଏହା ଶାସକ ଦଳ ବିଜେଡି ର ନେତା ମାନେ ମନମୁଖି ଭାବରେ କରୁଛନ୍ତି ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକର୍ମ ସେଥିପାଇଁ ଏଥିରେ ସବୁ ଦଳରୁ ନେତାଙ୍କୁ ନିମନ୍ତ୍ରଣ କରିବା ଆବଶ୍ୟକ କିନ୍ତୁ ଏହା ଏକ ନିର୍ଦ୍ଧିଷ୍ଟ ଦଳର ନେତାଙ୍କୁ ନେଇ କରାଯାଉଅଛି | ସୋରୋ କଲେଜ ରେ ବାରମ୍ବାର ହାରୁଥିବା ଦଳ ଏହାର ପ୍ରମୁଖ ଭୂମିକା ନେଉଛି | ଏତେ ଶୀଘ୍ର ଆୟୋଜନ କରିବାର ଆଓ ଏକ ମୁଖ୍ୟ କାରଣ ଯାହା ପୁରାତନ ଛାତ୍ର ମାନେ କହୁଛନ୍ତି ତାହା ହେଉଛି ସାଧାରଣ ନିର୍ବାଚନ ପାଖେଇ ଆସୁଛି ସେଥିରେ ତାଙ୍କର ଜିତିବାର ଆଶଙ୍କା ବହୁତ କମ ସେହି ଭୟରେ ଶୀଘ୍ର ଆୟୋଜନ ହେଉଛି

LEAVE A REPLY

Please enter your comment!
Please enter your name here