ପାର୍ସଲ ବୋମ। ବିସ୍ଫୋରଣ ଘଟଣ। ମୁହଁ ଖୋଲିଲେ ରୀମ।

0
407

ଭୁବନେଶ୍ୱର : ବଲାଙ୍ଗିରି ଜିଲ୍ଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଥିବ। ରବୀନ୍ଦ୍ର ସାହୁଙ୍କ ପୁଅ ସୌମେନ୍ଦ୍ରଶେଖରକୁ ବିବ।ହ କରିଥିବ। ରୀମ। ଆଜି ମୁହଁ ଖୋଲିଛନ୍ତି । ବହୁଦିନ ଧରି ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥ।ରେ ଥିବା ନବବଧୂ ରୀମା ସାହୁ ଆଜି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ସହିତ ଯ।ହ। ଘଟିଛି ଆଉ କାହା ସହ ସେପରି ନଘଟୁ । ଏହି ବିସ୍ଫୋରଣ ଘଟଣାରେ ତାଙ୍କର କା ତାଙ୍କ ସ୍ୱାମୀ ସୌମ୍ୟଚନ୍ଦ୍ରଶେଖରଙ୍କ କାହା ସହିତ ପୁର୍ବ ଶତ୍ରୁତା ନଥିଲ। ତେଣୁ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ସହିତ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ତାଙ୍କ ପରିବାରକୁ ନ୍ୟାୟ ମିଳୁ । 

ସୃଚନ। ମୁତ।ବକ ଏହି ବୋମାର ଓଜନ ଥିଲା ୨କିଲୋ ୧୦ ଗ୍ରାମ । ପରେ ପୁଲିସ୍ର ଏକ ଟିମ୍ ରାୟପୁର ଯାଇ ତଦନ୍ତ ଆରମ୍ଭ କରିଥିଲା । ପରେ ଏହି ଘଟଣା ପଛରେ ପ୍ରେମ ଓ ଜଣେ ଯୁବତୀଙ୍କ ସଂପୃକ୍ତି ଥିବା ସନ୍ଦେହ କରିଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ପୁଲିସ୍ ଅଭିଯୁକ୍ତକୁ ଧରିପ।ରିନ।ହିଁ ।

LEAVE A REPLY

Please enter your comment!
Please enter your name here