ଯେଉଁ ଘରର ମହିଳା ମାନେ କରନ୍ତି ଏପରି କାମ, ସେଠାକୁ କେବେ ହେଲେ ଆସନ୍ତି ନାହିଁ ମାତା ଲକ୍ଷ୍ମୀ !

0
555

ପୂର୍ବରୁ କଥ। ରହିଆସିଛି କି ଘର ର ଝିଅ ଓ ବୋହୁ ଘର ର ଲକ୍ଷ୍ମୀ ହେଇଥାନ୍ତି , ଏହି କଥା ଟି ବି ସମ୍ପୂର୍ଣ ସତ୍ୟ ଅଟେ I ଘରେ ଝିଅ ର ହେବା ଅର୍ଥ ହେଲା ସାକ୍ଷାତ ମାତା ଲକ୍ଷ୍ମୀ ଙ୍କ ର ଘରେ ରହିବା I ଗୋଟେ ପଟେ ଝିଅ ବାହା ହେଇ ଘରୁ ବିଦା ହେଇଯାଏ ତ ଅନ୍ୟପଟେ କାହାରି କୁ ଆମେ ବୋହୁ ଭାବରେ ଆମେ ଘର କୁ ଆଣିଥାଉ I କିନ୍ତୁ ଘର ର ଝିଅ , ବୋହୁ ମାନେ ଅନେକ ସମୟ ରେ କିଛି ଏପରି କାମ କରିଥାନ୍ତି ଯାହା ଫଳରେ କି ମାତା ଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି I

ମହିଳା ଙ୍କ ଏହି ଅଭ୍ୟାସ
1.ଘର ର ସଫା ସଫି ନ କରିବା
ଏହା ତ ସମସ୍ତେ ବେଶ ଭଲ ଭାବରେ ଜାଣିଥାନ୍ତି କି ଲକ୍ଷ୍ମୀ ଙ୍କୁ ସେହି ଘର ଅଧିକ ପ୍ରିୟ ହେଇଥାଏ ଯେଉଁ ଘର ନିୟମିତ ସଫା ସଫି ରହିଥାଏ , କିନ୍ତୁ ଆଜି କଲି ନୂଆ ପିଢ଼ି ର ପିଲାମାନେ ସଫା ସଫି ପ୍ରତି ଏତେ ଧ୍ୟାନ ଦିଅନ୍ତି ନାହିଁ I ଏହି ଲୋକେ ନିଜ କୁ ସଫା ରଖିଥାନ୍ତି କିନ୍ତୁ ଘର ର ସଫା ସଫି ପ୍ରତି ବେଶ ଧ୍ୟାନ ଦିଅନ୍ତି ନାହିଁ I

2.ନିୟମିତ ପୂଜା ପାଠ କରିବା
ଘରେ ସର୍ବଦା ଖୁସି ର ବାତାବରଣ ରଖିବା ପାଁଇ ନିୟମିତ ଘରେ ସକାଳେ ଓ ସନ୍ଧ୍ୟା ରେ ଧୂପ ଦୀପ ଲଗାନ୍ତୁ ଏହା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ର ବାତାବରଣ ରହିବ I ଏବଂ ମାତା ଲକ୍ଷ୍ମୀ ଙ୍କୁ ସକାରାତ୍ମକ ପରିବେଶ ରେ ରହିବାକୁ ପସନ୍ଦ ହେଇଥାଏ I

3.ଅଳସୁଆ ଓ କଳି ଝଗଡା ପରିବେଶ
ଯେଉଁ ଘରେ ସର୍ବଦା ଆଳସ୍ୟ ଦେଖାଦେଇଥାଏ ଓ କଳି ଝଗଡା ଲାଗି ରହିଥାଏ ସେହି ଘରେ କେବେ ହେଲେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ I

4.ଦୟା ଓ ଦାନ ଦକ୍ଷିଣା ର ଭାବନା ନ ଥିବା
ଯେଉଁ ଘର ର ମହିଳା ଙ୍କ ମନ ରେ ଦୟା କିମ୍ୱା ଦକ୍ଷିଣା ର ଭାବନା ନ ଥିବ ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ 

LEAVE A REPLY

Please enter your comment!
Please enter your name here