ଗୋଆ ଓ ଉତରପ୍ରଦେଶର ପିସିସିଙ୍କ ଇସ୍ତଫ। ।

0
442

ନୂଆଦିଲ୍ଲୀ : ଗୋଆ ଓ ଉତରପ୍ରଦେଶର କଂଗ୍ରେସର ଶୋଚନୀୟ ପର।ଜୟ ପରେ ଦୁଇ ପିସିସି ସଭାପତି  ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉତରପ୍ରଦେଶରେ ଅନୁୂଷ୍ଠିତ ହୋଇଥିବ। ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟରେ ନିଜକୁ ଦାୟୀ କରି ପିସିସି ସଭାପତି ରାଜ ବାବର ତ।ଙ୍କର ଇସ୍ତଫା ଦେଇଛନ୍ତି । ସେହିପରି ଗୋଆର ପିସିସି ସଭାପତି ସାନ୍ତାରାମ ନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here