କଣ ପ।ଇଁ ସେକ୍ସ କରିବା ପରେ ତୁରନ୍ତ ନିଦ ଆସିଥାଏ, ଜାଣନ୍ତୁ ଏହା ପଛର କାରଣ |

0
1585

ସବୁ ମଣିଷର ସେକ୍ସ କରିବା ପ।ଇଁ ଇଛ।ଶକ୍ତି ପ୍ରବଳ ଥ।ଏ । ହେଲେ ଏହ।କୁ କିଏ କେତେ ସମୟ ନିଜ ଭିତରେ ରଖି ଥ।ଏ ତ।ହ।ଭିନ୍ନ । କିଏ କେତେ ବି କହୁନା କାହିଁକି ଦାମ୍ପତ୍ୟ ଜୀବନ ର ଇଚ୍ଛା ତ ସବୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ରହିଥାଏ I ଗୋଟେ ସ୍ୱାମୀ ସ୍ତ୍ରୀ ଙ୍କ ର ଏହି ସମ୍ପର୍କ ସବୁଠାରୁ ଅଧିକ ଗୁରୁତ୍ୱ ପୁର୍ଣ ହେଇଥାଏ I ଏବଂ ଜଣେ ଅନ୍ୟ ଜଣଙ୍କ ସବୁଠାରୁ ନିକଟତର ହେଇଥାନ୍ତି I ପୁରୁଷ ଓ ସ୍ତ୍ରୀ ଉଭୟ ଙ୍କ ପାଁଇ ସମ୍ଭୋଗ କରିବା ନିହାତି ଜରୁରୀ ଅଟେ I ସବୁ ମନୁଷ୍ୟ ଙ୍କ ମଧ୍ୟ ରେ ସେକ୍ସ ହରମୋହନ ରହିଥାଏ , ସ୍ତ୍ରୀ ହୁଅନ୍ତୁ କିମ୍ବା ପୁରୁଷ ସେକ୍ସ ହରମୋହନ ହିଁ ପରସ୍ପର ର ସମ୍ବନ୍ଧ କୁ ଆକର୍ଷିତ କରିଥାଏ I

ହରମୋହନ ର ପ୍ରଭାବ
ଯେପରି କି ସେକ୍ସ କରିବା ର ମୁଡ଼ କରିବାକୁ ହେଲେ ଆମ ଶରୀର ରେ ରହିଥିବା ସେକ୍ସ ହରମୋହନ ହିଁ କାରଣ ହେଇଥାଏ , ଠିକ ସେହିପରି ସେକ୍ସ ପରେ ନିଦ ଆସିବା ମଧ୍ୟ ଏକ ହରମୋହନ ର କାରଣ ହିଁ ହେଇଥାଏ I ଏକ ଗବେଷଣା ରୁ ଯାନଯାଛିହିଁ କି ସେକ୍ସ ସମୟ ରେ ମହିଳା ଙ୍କ ଅପେକ୍ଷା ପୁରୁଷ ଙ୍କ ଠାରେ ଆକ୍ସିଟୋସିଂନ ଓ ପ୍ରଲେକ୍ଟିନ ହରମୋହନ ବଢ଼ିଯାଇଥାଏ I ଏବଂ ସେକ୍ସ ସମୟ ରେ ମହିଳା ଙ୍କ ଅପେକ୍ଷା ପୁରୁଷ ଙ୍କ ଠାରେ ଅଧିକ ବଢ଼ିଯାଇଥାଏ I

ଦୁଶ୍ଚିନ୍ତା ରୁ ମୁକ୍ତି
ଅନେକ ସମୟ ରେ ପୁରୁଷ ମାନେ ନିଜ କାମ କୁ ନେଇ ଦୁଶ୍ଚିନ୍ତା ରେ ରହିଥାନ୍ତି ଏବଂ ଏହି କାରଣ ରୁ ଦୁଶ୍ଚିନ୍ତା କୁ ଦୂର କରିବାକୁ ସେକ୍ସ ର ସହାରା ନେଇଥାନ୍ତି I ଯାହା ପରେ କି ତାଙ୍କୁ ଭଲ ନିଦ ଆସିଥାଏ I

ଏନର୍ଜି ରେ କମି
ରିସର୍ଚ୍ଚ ରେ ଜଣାଯାଇଛି ସେକ୍ସ ମଧ୍ୟ ଏକ ପ୍ରକାର ର ବ୍ୟାୟାମ ଅଟେ ତେଣୁ ସେକ୍ସ କରିବା ପରେ ଶରୀର ଦୁର୍ବଳ ଅନୁଭବ ହେଇଥାଏ I ଏବଂ ଶରୀର ଦୁର୍ବଳ ହେଇଥାଏ I

ନିଦ ଭଲ ଆସିଥାଏ
କିଛି ଲୋକେ ସେକ୍ସ ପରେ ତୁରନ୍ତ ହିଁ ନିଦ ରେ ସୋଇପଡିଥାନ୍ତି I ବୈଜ୍ଞାନିକ ଙ୍କ କହିବା ଅନୁସରେ ଏହା ସ୍ୱାସ୍ଥ୍ୟ ପାଁଇ ଲାଭପ୍ରଦ ହେଇଥାଏ I କାରଣ ସେକ୍ସ ପରେ ଏକ ଭଲ ନିଦ ଆସିଥାଏ ଏବଂ ଦୁଶ୍ଚିନ୍ତା ସହ ଥକାପଣ ରୁ ମଧ୍ୟ ମୁକ୍ତି ମିଳିଥାଏ I

LEAVE A REPLY

Please enter your comment!
Please enter your name here