ଦିନେ ନ। ଦିନେ ବ୍ଲ।ଷ୍ଟ ହେବ।ଟ। ଥୟ : ତାରା ବାହିନୀପତି

0
1244

ଭୁବନେଶ୍ୱର : ଦିଲ୍ଲୀରେ ଏଆଇସିସି ବୈଠକ ଅନୁଷ୍ଟିତ ହେଲ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି
ଏଆଇସିସି ସଭ୍ୟ ପଦକୁ ନେଇ ଅପମ।ନିତ ହୋଇ ବୈଠକ ସ୍ଥଳ ଛ।ଡିଲେ । ଏହ।କୁ ନେଇ ଆଜି ପୁଣି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପରେ ରୋଷ ଦେଖ।ଇଛନ୍ତି । ସେ କହିଛନ୍ତି ଦିନେ ଦୁଇଦିନ ମଧ୍ୟରେ ବିଧାୟକ ଦଳ ଏନେଇ ନିଷ୍ପତି ନେବ  । ଆଜି ନହେଲେ କାଲି ବିସ୍ଫୋରଣ ହେବଟ। ଥୟ ବୋଲି କହିଛନ୍ତି ।

ତାରା ଏକଥ। ମଧ୍ୟ ବିଶୋଦଗ।ର କରିଛନ୍ତିଯେ , ଯିଏ ପିସିିସି ସଭାପତିଙ୍କ ଘରେ କାମ କରିବ ସିଏ ଏଆଇସିସି ସଭ୍ୟ ହୋଇପାରିବ  । ଏଆଇସିସି କମିଟିରେ କିଏ ରହିବେ କିଏ ନରହିବେ ସେହି କ୍ଷମତା ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିଲା  । ହେଲେ ପ୍ରସାଦ ଏହାର ଫାଇଦା ଉଠ।ଇଛନ୍ତି । ପ୍ରସ।ଦ ମୋ ସ୍ତ୍ରୀକୁ ଏଆଇସିସି ସଭ୍ୟ କରି ରାଜନୀତି କରିଛନ୍ତି  । ଦିନେ ଦୁଇଦିନ ଭିତରେ ବିଧାୟକ ଦଳ ଏନେଇ ନିଷ୍ପତି ଗ୍ରହଣ କରିବ  । ଆଜି ନହେଲେ କାଲି ବିସ୍ଫୋରଣ ହେବବୋଲି ତାରା ସୂଚ।ଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here