ଏଆଇସିସି ସଭ।ସ୍ଥଳ ଛ।ଡିଲେ ତ।ର। ଓ ମିନ।କ୍ଷୀ

0
687

ଭୁବନେଶ୍ୱର : ନୂଆଦିଲ୍ଲୀରେ ବସିଥିବ। ଏଆଇସିସି ବୈଠକରେ ତାରା ବାହିନୀପତି ଓ ତ।ଙ୍କ ସ୍ତ୍ରୀ ସଭ।ସ୍ଥଳ ଛ।ଡି ଚ।ଲି ଆସିବ। ଚର୍ଚ୍ଚ।ର ବିଷୟ ପ।ଲଟିଛି ।
ଖବର ମୁତ।ବକ ଏଆଇସିସି ବୈଠକରେ ସ।ଧ।ରଣତଃ ବସିବ। ପ।ଇଁ ଦୁଇ ପ୍ରକାର ଆସନ ବ୍ୟବସ୍ଥା ରହିଛି । ଉପରପଟରେ ପିସିସି ସଭ୍ୟଙ୍କ ପାଇଁ ସ୍ଥାନ ରହୁଥିବାବେଳେ ତଳପଟରେ ଏଆଇସିସି ସଭ୍ୟଙ୍କ ପାଇଁ ସ୍ଥାନ ରହିଥାଏ  । ତାରା ଏବେ ପିସିସି ସଭ୍ୟ ଥିବାବେଳେ ତାଙ୍କ ସ୍ତ୍ରୀ
ମୀନାକ୍ଷୀ ଏଆଇସିସି କମିଟିର ସଭ୍ୟ ରହିଛନ୍ତି  । ତେଣୁ ତାରାଙ୍କ ପାଇଁ ଉପରପଟରେ ବସିବ।ର ସ୍ଥାନ ରହିଥିବାବେଳେ ମୀନାକ୍ଷୀଙ୍କ ପାଇଁ ତଳପଟେ ସ୍ଥାନ ସଂରକ୍ଷିତ ରହିଥିଲା  । ତେବେ ତାରା ଉପରପଟରେ ପିସିସି ସଭ୍ୟଙ୍କ ପାଇଁ ଉଦ୍ଧିଷ୍ଟ ଆସନରେ ନବସି ତଳପଟେ ଅର୍ଥାତ ଏଆଇସିସି କମିଟି ସଭ୍ୟଙ୍କ ପାଇଁ ସଂରକ୍ଷିତ ସ୍ଥାନରେ ବସିବାକୁ ମନ ବଳାଇଥିଲେ  । ସ୍ତ୍ରୀ ମୀନାକ୍ଷୀଙ୍କ ସହ ସେ ସେହି ଆସନରେ ବସିବେ ବୋଲି ଚ।ହିଁଥିଲେ  । ତେବେ ତଳପଟରେ ଥିବା ଏଆଇସିସି ଆସନକୁ ଯିବାବେଳେ ସୁରକ୍ଷା କର୍ମୀ ମୀନାକ୍ଷୀଙ୍କୁ ଛାଡ଼ିଥିଲେ ମଧ୍ୟ ତାରାଙ୍କୁ ଅଟକାଇଥିଲେ  । ମୀନାକ୍ଷୀ ବହୁ ଅନୁରୋଧ କରିଥିବାବେଳେ ତାରା ନିଜକୁ କଂଗ୍ରେସ ଦଳର ମୁଖ୍ୟ ସଚେତକ ବୋଲି କହିଥିଲେ  । ହେଲେ ତାଙ୍କୁ ଛଡ଼ା ନଯିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ  । ଫଳରେ ମୀନାକ୍ଷୀ ମଧ୍ୟ ବସିନଥିଲେ  । ପରେପରେ ଉଭୟ ଏଆଇସିସି ସଭା ସ୍ଥଳରୁ ପଳ।ଇଥିଲେ ।

LEAVE A REPLY

Please enter your comment!
Please enter your name here