ମ।ଓନେତ। ସବ୍ୟସାଚୀ ପଣ୍ଡା ୨୦୧୯ରେ ରଣପୁରରୁ ବିଜେଡ଼ି ଟିକେଟରୁ ଲଢ଼ିବେ:ମିଲି ପଣ୍ଡା

0
1507

ଭୁବନେଶ୍ୱର :ଆମ।ଓଡିଶା ଦଳ ବିଜେଡ଼ି ରେ ବିଲିନ ହୋଇଛି । ହେଲେ ବିଲିନ ହୋଇ ନ।ହ।ନ୍ତି ଦଳର ନେତା ଓ କର୍ମୀ । ସେ ଭିତରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ମିଲି ପଣ୍ଡ। ଅନ୍ୟତମ ଆଉ ଏବେ ତ।ଙ୍କର ଏକ କଥ। ବିଜେଡ଼ିକୁ ଏବେ ଅଡୁଆରେ ପକାଇ ଦେଇଛି  । କଥ।ଟି ଶୁଖୁଆ କଣ୍ଟା ପରି ସମସ୍ତଙ୍କ ତଣ୍ଟିରେ ଲ।ଖିରହି ବିଜେଡି ଦଳକୁ କଷ୍ଟ ଦେଲ।ପରି ମନେ ହେଉଛି । ମ।ଓନେତ। ସବ୍ୟସାଚୀ ପଣ୍ଡା ୨୦୧୯ରେ ରଣପୁରରୁ ବିଜେଡ଼ି ଟିକେଟରୁ ଲଢ଼ିବେ ବୋଲି ମିଲିଙ୍କ ଘୋଷଣା ଏବେ ବିଜେଡ଼ି ଶିବିରରେ ଚହଳ ପକାଇ ଦେଇଛି  ।

ସୂଚନାଯୋଗ୍ୟ ,ସୌମ୍ୟରଂଜନ ପଟ୍ଟନାୟକ ବିଜେଡ଼ି ରେ ମିଶିବ। ପରେ ନିକଟରେ ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ବାସଭବନରେ ଆମ ଓଡ଼ିଶାର କେତେକ ନେତା ବୈଠକ କରିଥିଲେ  । ସୌମ୍ୟଙ୍କ ନେତୃତ୍ୱରେ ବଛାବଛା ନେତାମାନେ ହିଁ ବିଜେଡ଼ିରେ ମିଶିବେ  । ତେବେ ମିଲି ଏଯାଏଁ ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇନଥିବାବେଳେ ବିଜେଡ଼ିରେ ତାଙ୍କୁ ସାମିଲ କରାଯିବାର ସମ୍ଭାବନା ମଧ୍ୟ ନାହିଁ  । ମିଲିଙ୍କ ବିଷୟରେ ଆମ ଓଡ଼ିଶାରେ କୌଣସି ଆଲୋଚନା ମଧ୍ୟ ହୋଇନାହିଁ ବୋଲି ଏକ ବିଶେଷ ସୂତ୍ର ରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here