ଦ।ବି ପୁରଣ ନହେଲେ ଯିଏ ଯେଉଁ ଦଳକୁ ଯିବା କଥ।ଯିବେ -ନିରଂଜନ

0
1451

ଭୁବନେଶ୍ୱର:ସୁଯୋଗ ମିଳିଲେ ପିସିସିର ନେତୃତ୍ୱର ପରିବର୍ତନ କରିବା ପାଇଁ ଆସନ୍ତା ୧୬ ଓ ୧୭ ତାରିଖ ଦିଲ୍ଲୀଠାରେ ଅନୁଷ୍ଠିତ ହେବ।କୁ ଥିବା ଏଆଇସିସିର ସାଧାରଣ ଅଧିବେଶନର ବୈଠକରେ ଦାବି କରାଯିବ ।
ଯଦି ପିସିସି ସଭାପତିର ପରିବର୍ତନ ନ ହୁଏ ଦଳର ନେତାମାନେ ନିଜ ସୁବିଧା ଦେଖି ଯିଏ ଯେଉଁ ଦଳକୁ ଯିବା କଥ। ଯିବେ ।

ଏକଥା କହିଛନ୍ତି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନ।ୟକ । ରାଜ୍ୟ କଂଗ୍ରେସର ସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ, ଦଳ କିପରି ସୁଦୃଢ଼ ହେବ ସେଥିପାଇଁ ସେ ଆନ୍ତରିକତାର ସହିତ ଚେଷ୍ଟା କରୁଥିଲେ ।

LEAVE A REPLY

Please enter your comment!
Please enter your name here