ତ୍ରିପୁରାରେ ହିଂସା ଓ ପ୍ରତିମୂର୍ତି ଭଙ୍ଗାଯିବା ପ୍ରତିବାଦରେ ସିପିଆଇ(ଏମ୍)ର ବିକ୍ଷୋଭ

0
83

ଭୁବନେଶ୍ୱର: ବିଗତ କିଛିଦିନ ହେବ ତ୍ରିପୁରାରେ ଲ।ଗିରହିଥିବ। ହିଂସା ଓ ବର୍ବରତା ଏବଂ ମହାପୁରୁଷମାନଙ୍କ ପ୍ରତିମୂର୍ତି ଭଙ୍ଗାରୁଜ।କୁ ବିରୋଧ କରି ଆଜି ସିପିଆଇ(ଏମ୍) ତରଫରୁ ରେଳ ଷ୍ଟେସନ ଠାରୁ ଶୋଭଯାତ୍ରା କରାଯାଇ ଗାନ୍ଧୀମାର୍ଗ ଠାରେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିପିଆଇ(ଏମ୍), ବାମପନ୍ଥୀ ଦଳ ଏବଂ ବୁଦ୍ଧିଜୀବୀମାନଙ୍କ ତରଫରୁ ତ୍ରିପୁରାରେ କିପରି ହିଂସା ବନ୍ଦ ହେବ ସେଥିପାଇଁପାଇଁ ଦାବି କରିଛନ୍ତି । ଅଭିଯୁକ୍ତ ଆସାମୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ।ଧ।ରଣରେ ସ୍ବର ଉଠିଛି ।

LEAVE A REPLY

Please enter your comment!
Please enter your name here