ସମ।ଲୋଚନ।କୁ ସ୍ବ।ଗତ କରୁଛି:ସୌମରଂଜନ ପଟ୍ଟନାୟକ

0
788

ଭୁବନେଶ୍ୱର:ଆସନ୍ତା ୨୩ ତ।ରିଖରେ ହେବ।କୁ ଥିବା ରାଜ୍ୟସଭ। ନିର୍ବାଚନ ପ।ଇଁ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୌମରଂଜନ ପଟ୍ଟନାୟକ । ଏହି ଅବସରରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ରଖିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ଚେଷ୍ଟା ଅବ୍ୟାହତ ରଖିବି । ଓଡ଼ିଶାର ସ୍ୱାର୍ଥ ପାଇଁ ମୋତେ ଆଉ ଏକ ସୁଯୋଗ ମିଳିଛି । ପୂର୍ବରୁ ସାମ୍ବାଦିକ ହିସାବରେ ଓଡ଼ିଶାର ସମସ୍ୟା ଉଠାଉଥିଲି, ଏବେ ସାଂସଦ ହିସାବରେ ଓଡ଼ିଶାର ସମସ୍ୟା କଥା ଉଠାଇବି ଓ ସମାଧାନ ପାଇଁ ଚେଷ୍ଟା କରିବି । ବିଜେଡିରେ ମିଶିବା ପରେ ତାଙ୍କୁ ବହୁ ସମାଲୋଚନାର ଶିକାର ହେଉଥିବାକୁ ନେଇ ପ୍ରଶ୍ନରେ ସେ କହିଛନ୍ତି ଯେ, ନିନ୍ଦୁକମାନଙ୍କୁ ସବୁବେଳେ ପାଖରେ ରଖିବା କଥା । କାରଣ ନିନ୍ଦା ଓ ସମାଲୋଚନାର ଶିକାର ହେଲେ ସଚେତନ ହେବାକୁ ପଡ଼ିବ । ତେଣୁ ସମାଲୋଚକ ଓ ନିନ୍ଦୁକମାନଙ୍କୁ ସ୍ୱାଗତ କରୁଛି । ସମାଲୋଚନାର ଶିକାର ହେଲେ ଯ।ଇଁ ସମସ୍ୟା ଗୁଡିକୁ ସୁଧାରି ପ।ରିବି । 

LEAVE A REPLY

Please enter your comment!
Please enter your name here