ର।ଜ୍ୟରେ ଅପ୍ରେଲ ୨ରୁ ସକାଳୁଆ ସ୍କୁଲ ।

0
74

ଭୁବନେଶ୍ୱର :ଦିନକୁ ଦିନ ଖର।ର ପ୍ରକୋପ ବଢିବ।ରେ ଲ।ଗିଛି ଏହ।କୁ ଦୃଷ୍ଟିରେ ରଖି ର।ଜ୍ୟ ସରକ।ର ଚଳିତ ବର୍ଷ ଅପ୍ରେଲ ୨ରୁ ସକାଳୁଆ ସ୍କୁଲ କରିବା ପାଇଁ ନିଷ୍ପତି ନେଇଛନ୍ତି  । ସକାଳ ସାଢେ଼ ୬ଟାରୁ ସାଢେ଼ ୧୦ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ  । କୌଣସି ପରିସ୍ଥିତିରେ ସ୍କୁଲ କାର୍ଯ୍ୟ ୧୧ଟା ଟପିପାରିବ ନାହିଁ  । ସେହିପରି ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପରୀକ୍ଷା ସାରିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି  । ଏହାଛଡ଼ା ମେ’୪ରୁ ଖରାଛୁଟି ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here