ଦାଊଦ ସହଯୋଗୀ ଫାରୁକ ଟକ୍‌ଲାକୁ ସିବିଆଇ ଦୁବାଇରୁ ଗିରଫ କରି ଭ।ରତ ଆଣିଲ। ।

0
75

ମୁମ୍ବାଇ:- 1993 ମୁମ୍ବାଇ ବିସ୍ଫୋରଣରର ଜଡିତ
ଅନ୍ୟତମ ଦୋଷି ଫାରୁକ ଟକଲାକୁ ସିବିଆ ଦୁବାଇରେ ଗିରଫ କରିବାରେ ସକ୍ଷମ ହୋଇଛି ।ଦୁବାଇରୁ ତାକୁ ଗିରଫ କରି ଗୁରବାର ଦିନ ମୁମ୍ବାଇ ଅଣାଯାଇଛି ।ଫାରୁକ ଦାଊଦର ଜଣେ ଡାହାଣ ହାତଭାବେ ଜଣାଶୁଣା ।ଫାରୁକ ଟକ୍ଲା ମୁମ୍ବାଇ ବିସ୍ଫୋରଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ।ଗିରଫ ପରେ ସିବିଆଇ ଫାରୁକ ଟକ୍ଲାକୁ ଟାଡାରେ କୋର୍ଟରେ ହାଜର କରାଇବ ଏବ ନିଜ ହେପାଜତକୁ ନେବ ।ଫାରୁକ ନିକଟରୁ ସିବିଆଇ ମୁମ୍ବାଇ ବିସ୍ଫୋରଣ ସଂପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବ।ରେ ସକ୍ଷମ ହେବ ।

LEAVE A REPLY

Please enter your comment!
Please enter your name here