ବିଭାଗ ଅଦଳ ହେଲେ ଏମ।ନେ କ।ହିଁକି ।

0
1236

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ।ଙ୍କ ସରକାରର ମନ୍ତ୍ରୀସ୍ତରିୟ ଅଦଳ ବଦଳ କରି ଗୁଗୁଲି ସଟ୍ ଖେଳିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ହାତରେ ଗୃହ ବିଭାଗ ରଖିଥିବାବେଳେ ପୂର୍ତ ଓ ଜଳସମ୍ପଦ ବିଭାଗ ଛାଡ଼ି ଦେଇଛନ୍ତି  । ଏହ।ପଛରେ କଣ କ।ରଣ ଅଛି ତ।ହ। କେବଳ ନବୀନଙ୍କୁ ଜଣ। । ହେଲେ ଦିର୍ଘ ୧୮ ବର୍ଷ ଶ।ସନ ପରେବି ଆଜି ର।ସ୍ତ।ଘ।ଟ ,ପ।ନୀୟ ଜଳ,ବିଦ୍ୟୁତ ,ସ୍ବ।ସ୍ଥ୍ୟ ଭଳି କିଛି ମୈ।ଳିକ ସମସ୍ୟାକୁ ନେଇ ନିନ୍ଦିତ ହେଉଛି ବିଜେଡ଼ି ସରକାର । ଆଉ ଏହି ସମସ୍ୟା ଗୁଡିକ ସ।ର। ଓଡିଶା ନହେଲେ ବି କିଛି ଜିଲ୍ଲାରେ ଅଧିକ ମ।ତ୍ର।ରେ ରହିଛି । ୨୦୧୯ ନିର୍ବାଚନ ପୂର୍ବରୁ ସେହି ଜିଲ୍ଲା ବ। ପଡୋଶୀ ଜିଲ୍ଲାର ମନ୍ତ୍ରୀଙ୍କୁ ସେହି ବିଭାଗର ଦ।ୟିତ୍ୟ ଦେଇ ସମସ୍ୟା ଗୁଡିକରେ ସନ୍ତୁଳନ ଆଣିବାକୁ ଚ।ହୁଁଛନ୍ତି ନବୀନ । ହେଲେ ସ୍ବ।ସ୍ଥ୍ଯ କ୍ଷେତ୍ରରେ ସରକାରଙ୍କ ପ।ରିବ। ପଣିଆ ଓ ବିଫଳତାକୁ ଗଣମାଧ୍ୟମରେ ମ।ତ୍ର।ଧିକ ପ୍ରଚ।ର ହେଉଥିବାର ଦେଖିବ।କୁ ମିଳୁଥିବାରୁ ସ୍ବ।ସ୍ଥ୍ୟ ବିଭାଗ ସହିତ ସୂଚନ। ଓ ଲୋକସମ୍ପର୍କ ବିଭାଗକୁ ଯୋଡି ଏହି ପ୍ରଚ।ର ଉପରେ ଅଙ୍କୁଶ ଲଗେଇବ।କୁ ଚେଷ୍ଟା କରିଛନ୍ତି ନବୀନ ।

ମିଳିଥିବା ସୂଚନା ଅନୁଯାୟୀ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପୂର୍ତ ବିଭାଗ ଦିଆଯାଇଥିବାବେଳେ ନିରଂଜନ ପୂଜାରୀଙ୍କୁ ଜଳସମ୍ପଦ ବିଭାଗର ମନ୍ତ୍ରୀ କରାଯାଇଛି  । ପୂର୍ବଭଳି ନିରଂଜନଙ୍କ ହାତରେ ନଗର ଉନ୍ନୟନ ବିଭାଗ ମଧ୍ୟ ରହିବ  । ସେହିପରି ଶ୍ରମମନ୍ତ୍ରୀ ଥିବା ସୁଶାନ୍ତ ସିଂହଙ୍କୁ ଶକ୍ତି ବିଭାଗ ମିଳିଥିବାବେଳେ ଅନନ୍ତ ଦାସଙ୍କୁ ଉଚ୍ଚଶିକ୍ଷା ସହ ଶିଳ୍ପ ବିଭାଗ ମିଳିଛି  । ଅପରପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦିଆଯାଇଛି  ।

LEAVE A REPLY

Please enter your comment!
Please enter your name here