Thursday, October 18, 2018
Home 2018 March

Monthly Archives: March 2018

ସୁନା ସ୍ମଗଲିଂର ଗଳ।ବ।ଟ ସାଜିଛି ଭୁବନେଶ୍ୱର !

ଭୁବନେଶ୍ବର ବିମାନବନ୍ଦରରୁ ଆଜି ପ୍ରାୟ ୧୬ ଲକ୍ଷ ଟଙ୍କାର ସୁନା ଜବତ ହେବା ଏହି ଘଟଣାରେ ୨ ଜଣଙ୍କୁ ପୋଲିସ୍‌ ଅଟକ ରଖିବା ସବୁ ସୁନା ବ୍ୟାଙ୍କକରୁ ଚୋରାରେ ଆସୁଥିବା ସୂଚନା...

କ।ହିଁକି ଦଳ ଛାଡିବେ ସାଂସଦ ସିଦ୍ଧାନ୍ତ ମହାପାତ୍ର !

ଭୁବନେଶ୍ବର: ବିଜେଡି ଦଳ ଛାଡିବେ ଗଞ୍ଜାମର ସାଂସଦ ସିଦ୍ଧାନ୍ତ ମହାପାତ୍ର ! ମିଳିଥିବା ସୂଚନା ମୁତାବକ ଖୁବଶୀଘ୍ର ସେ ବିଜେଡି ଦଳରୁ ଇସ୍ତଫା ଦେଇ ଅନ୍ୟ ଦଳରେ ସାମିଲ ହେବାର ଖବର ମିଳିଛି...

ହ।ଇଜ।କ୍ କରିନେଲ। ମ।ଙଡ

କଟକ : ଆଜି ବାଙ୍କୀ ଥାନା ତାଳବନ୍ତା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବ।କୁ ମିଳିଛି । ୧୬ଦିନର ଏକ ଶିଶୁକୁ ଶୋଇଥିବା ଅବସ୍ଥାରେ ଉଠାଇ ନେଇଛି...

ଭାଙ୍ଗିନି ଜ୍ୟୋତି ବସୁଙ୍କ ରେକର୍ଡ

ସମ୍ବଲପୁର : ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ନବୀନ ଇତି ମଧ୍ୟରେ ଶାସନର ୧୮ ବର୍ଷ ୨୪ ଦିନ (୬୫୯୮ ଦିନ)ପୂର୍ଣ୍ଣ କରି ସାରିଛନ୍ତି...

ଆନ୍ତଃରାଜ୍ୟ ଲୁଟେରା ଗିରଫ

ମାହାଙ୍ଗା : ପୁଲିସ ହାବୁଡ଼ରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୨ଜଣଙ୍କୁ ଧରିବାରେ ମାହାଙ୍ଗା ପୁଲିସ ସଫଳ ହୋଇଛି । ୩ ଜଣ ଫେରାର୍ ହୋଇଯାଇଛନ୍ତି ।...

ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଦାୟିତ୍ୱରୁ ହରି ପ୍ରସାଦ ବିଦା,ଏବେ ସମ୍ଭାଳିବେ ଜିତେନ୍ଦ୍ର ସିଂ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଦାୟୀତ୍ୱ ବିକେ ହରି ପ୍ରସାଦଙ୍କ ଠାରୁ ପ୍ରତ୍ୟାହାର କରି ନିଆଯାଇଥିବା ବେଳେ ପୂର୍ବତନ କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।...

ପାକିସ୍ତାନ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ବାହୁବଳୀ

ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ବହୁ ରେକର୍ଡ ସୃଷ୍ଟି କରିଥିବା ଏସ୍‍ ଏସ୍‍ ରାଜାମୌଲୀ ନିର୍ଦେଶିତ ଚଳଚ୍ଚିତ୍ର ବାହୁବଳୀ ପାକିସ୍ତାନରେ ପ୍ରଦର୍ଶିତ ହେବ। କରାଚିରେ ଅନୁଷ୍ଠିତ ହେବାକୁ ଥିବା ପାକିସ୍ତାନ ଆନ୍ତର୍ଜାତିକ ଚଳଚ୍ଚିତ୍ର...

ଉର୍ବଶୀଙ୍କ ନାମରେ ନକଲି ଆଧାର କାର୍ଡ, ବୁକ୍‍ ହୋଇଥିଲା ହୋଟେଲ ରୁମ୍‍

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ନାମରେ ନକଲି ଆଧାର କାର୍ଡ ପ୍ରସ୍ତୁତ କରି ଜଣେ ବ୍ୟକ୍ତି ପଞ୍ଚତାରକା ହୋଟେଲରେ ରୁମ୍‍ ବୁକ୍‍ କରିଥିବା ଜଣାପଡ଼ିଛି। ମଙ୍ଗଳବାର ରାତିରେ ଏଠାକାର ଏକ ହୋଟେଲରେ...

ବଇଜିଂ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ନୀଳମାଧବଙ୍କ ‘କଡ୍‍ବି ହାୱା’

ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ ଉପରେ ଆଧାରିତ ଚିତ୍ର ‘କଡ୍‍ବି ହାୱା’ ବେଇଜିଂ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ ହୋଇଛି। ଏହି ଉତ୍ସବର ସମ୍ମାନଜନକ ‘ଟିଆନଟାନ ପୁରସ୍କାର’ ପ୍ରତିଯୋଗିତା ବିଭାଗରେ ‘କଡ୍‍ବି...

ଡ. ଗୁଲାଟୀଙ୍କ ଅବିକଳ ଚେହେରାର ଥିବା ବ୍ୟକ୍ତି

ବହୁ ଚର୍ଚ୍ଚିତ ହାସ୍ୟରସାତ୍ମକ କାର୍ୟ୍ୟକ୍ରମ ‘ଦ କପିଲ ଶର୍ମା ଶୋ’ର ସବୁଠୁ ଲୋକପ୍ରିୟ ଚରିତ୍ର ଥିଲେ କପିଲ ଓ ଡକ୍ଟର ମଶହୂର ଗୁଲାଟୀ। ଡାକ୍ତର ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ ଅଭିନେତା ସୁନିଲ ଗ୍ରୋଭର।...
- Advertisement -

MOST POPULAR

HOT NEWS