ରସୁଲଗଡ଼ରେ ଭୟ।ବହ ଅଗ୍ନିକ।ଣ୍ଡ ଦେଖନ୍ତୁ ଭିଜୁଆଲ ।

0
720

ଭୁବନେଶ୍ବର : ରସୁଲଗଡ଼ ଦୁର୍ଗା ମଣ୍ଡପ ପଛପଟେ ଥିବା ଟ୍ରକ ଷ୍ଟାଣ୍ଡ ନିକଟରେ ଥିବା ଏକ ବସ୍ତିରେ ଅଚାନକ ନିଆଁ ଲାଗିଯାଇଥିବା ଖବର ମିଳିଛି। ତେବେ ଏହି ନିଆଁ କିପରି ଓ କାହିଁକି ଲାଗିଲା ଏବେ ପଯ୍ୟନ୍ତ କୋୖଣସି ସଠିକ ସୂଚନା ମିଳିପାରିନାହିଁ କିନ୍ତୁ ନିଆର କାରଣ ସଟ୍ ସର୍କିଟ ବୋଲି ଅନୁମାନ କରାଯାଇପାରେ। ଏବେ ଯାଏଁ ଦମକଳ ବାହିନୀର ୪ଟି ଗାଡ଼ି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରିରଖିଛନ୍ତି।

LEAVE A REPLY

Please enter your comment!
Please enter your name here