ବନବିର। ଆକ୍ରମଣରେ ଡ୍ରାଇଭର ମୃତ୍ୟୁ ।

0
272

କଟକ : ବିଜେପୁର ଉପ ନିର୍ବାଚନ ପ।ଇଁ ବନାବିରାଠ।ରେ ଶ୍ରମମନ୍ତ୍ରୀଙ୍କ ଭାଇ ସମେତ ଚାରି ଜଣଙ୍କୁ ଆକ୍ରମଣ ଘଟଣାରେ ଆଜି ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଦିଲେଶ୍ୱରଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା
ଦିଲେଶ୍ୱରଙ୍କ ସମେତ ସମସ୍ତ ଚାରିଜଣ ଆହତଙ୍କୁ ଘଟଣାସ୍ଥଳରୁ ବୁର୍ଲା ମେଡ଼ିକାଲକୁ ଅଣାଯାଇଥିଲା । ସେଠାରେ ଦିଲେଶ୍ୱରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ି ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁତର ଅବସ୍ଥା ରେ ଗତି କରୁଥିବା ଦିଲଶ୍ବରକୁ ଡ।କ୍ତର ମୃତ୍ୟୁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here