ଦବିଗଲ। କେନ୍ଦ୍ରମନ୍ତ୍ରୀଙ୍କ ସଭ।ମଞ୍ଚ ।

0
109

ଭୁବନେଶ୍ୱର : ଆଜି ବିଜେପୁର ଉପ ନିର୍ବାଚନ ପ।ଇଁ କେନ୍ଦ୍ରମନ୍ତ୍ରୀ ରାମକୃପାଲ ଯାଦବ ଗାଇସିଲଟ ଜଗଲପାଟରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ଏକ ଛୋଟ ଅଘଟଣ ଦେଖିବ।କୁ ମିଳିଥିଲା । କେନ୍ଦ୍ର ମନ୍ତ୍ରୀ ସଭାମଂଚରେ କର୍ମୀଙ୍କ ଠାରୁ ଅଭିଭାଦନ ଗ୍ରହଣ କରୁଥିବା ସମୟରେ ହଠାତ୍ ମଂଚଟି ଦବି ଯାଇଥିଲା  । ଫଳରେ ତାଙ୍କ ଗୋଡ଼ ମଧ୍ୟ ଖସି ଯାଇଥିଲା  । ମଂଚ ଉପରେ ସୁରେଶ ପୂଜାରୀଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ  । ତେବେ ଏଭଳି ଅଘଟଣ ଦ୍ୱାରା କାହାର କୈଣସି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି   । ତେବେ ରାମକୃପାଲ କେନ୍ଦ୍ର ସରକାରଙ୍କ ସଫଳତାର କଥ। ଜଗଲପ।ଟ ବ।ସିଙ୍କ ଆଗରେ ପ୍ରକାଶ କରିବା ସହ
ର।ଜ୍ୟ ସରକାରଙ୍କ ୧୮ ବର୍ଷ ଶ।ସନର ବିଫଳତା ବିଷୟରେ ଲୋକଙ୍କୁ କହିଥିଲେ ।

LEAVE A REPLY

Please enter your comment!
Please enter your name here